Nojoto: Largest Storytelling Platform

ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ ଯାହାକି ଆରମ୍ଭ ଫ

ତତେ କହିବାକୁ ଚାହେଁ ହାୟେ ଗୋଟେ କାହାଣୀ 
ଯାହାକି ଆରମ୍ଭ ଫ୍ରୋମ ତୋର ଚାହାଣି।
ଦେଖି ତୋର ହାଏ ଚୋରା ଚାହାଣି 
ହୃଦୟକୁ ମୋର ତୁ ଦେଇଚୁ ହାଣି।
କାଜଲ ଗାର ରେ ନୟନ ତୋର 
ଘାଇଲା କରିଛି ହୃଦୟକୁ ମୋର।

©Diptiranjan Sahoo
  #dodil #chaprilove #lovebychance #diptiranjan