Nojoto: Largest Storytelling Platform

ଅବିଶ୍ୱାସ ର ବହ୍ନି ରେ ବିଶ୍ୱାସର ଡୋର ଏଠି ଶାନ୍ତ୍ବନା ସ

ଅବିଶ୍ୱାସ ର ବହ୍ନି ରେ

ବିଶ୍ୱାସର ଡୋର

ଏଠି ଶାନ୍ତ୍ବନା ସ୍ଥିତିବାନ ନୁହେଁ

ନିଜସ୍ଵ ମନ ହିଁ ସ୍ଥାବର

ଦୋଛକିର ଆଶାରେ

ସବୁ ସମ୍ପର୍କ ଐଚ୍ଛିକର

କେମିତି ଚାଲିବ କହ

ହୃଦୟ ନୁହଁଇ ଯେ ପଥର

©jyoti ranjan subudhi
  #alone #Heart #Poetry #odiawritings #odiakavita #Reels