ସବୁ ସପନ ତ ସତ ହୁଏ ନାହିଁ ଦେଇଯାଏ କିଛି ବ୍ୟଥା, କଳ୍ପନା କୁ କିଏ ପାରିଛି କି ଛୁଇଁ ଦୁଃଖ ହିଁ ମିଳେ ଅଯଥା ବାସ୍ତବିକତାର ବାସ୍ତବ ବେଶରେ ବିଶ୍ୱାସ ସାଉଁଟୁ ଥାଏ, ସେର ତ ପୂରେନା ମାଣ ବି ପୂରେନା ଖାଲି ହାତେ ଫେରି ଯାଏ। #shayari #poetry #odia @