Nojoto: Largest Storytelling Platform

White ନା ମୁଁ ତମେ ଓ ତମ ପ୍ରେମ ପ୍ରତି ଅବିଶ୍ବସ୍ତ ନା ମୁଁ

White ନା ମୁଁ ତମେ ଓ
ତମ ପ୍ରେମ ପ୍ରତି ଅବିଶ୍ବସ୍ତ
ନା ମୁଁ ତମ ପ୍ରେମ ଓ ମୋ
ଅନୁଭଵ ପାଇଁ ସମ୍ବେଦନଶୀଳଡ଼ଢ଼
କେଵଳ ସମୟ ଓ ପରିସ୍ଥିତି 
ଏଠି ପ୍ରତିବନ୍ଧକ ସିନା, 
ଆମକୁ ଏକାଠି କରେନା ଯାହା।।

ଅସୀମ ନୀଳାକାଶକୁ ଭଲ ପାଉଥିବା
ଗୋଟେ ପଞ୍ଜୁରିଵଦ୍ଧ ପକ୍ଷୀର ଅବସ୍ଥା 
ସେ ମୁକ୍ତି ଜାଣେନା, 
କେବଳ ତାର ପ୍ରତୀକ୍ଷା,
କେଵେ ଆକାଶୀ ଅସୀମତା
ସହ ହେବ ଏକାକାର।

SOMETHING I LOOK AT-343
BY-SMRUTI RANJAN MOHANTY

I am neither untrue to you, 
nor your love. 
Neither I am insensitive to my feelings, nor yours.
What stands in between is time and circumstance 
that never make us unite

What happens to a caged bird
when he falls in love with the blue sky?
He does not know how to come out, the gate is closed,
only waits for a handful of the sky to come inside and  make him realise how beautiful and vast the sky is 

How can a fairy in the azure sky feel the craving of a bird languishing in the golden cage for his life and love?
How can she fathom the 
intensity of his pain, the depth of his longing, his fear and tears?

My love!
for a change put yourself in place of that poor bird who fancies the open sky but does not have the strength and means to come out of the cage.
Neither the time nor the tide in his side.
He silently sheds  tears hoping the fairy to understand the sorrow and predicament of the bird inside

Never misunderstand the bird 
You are the beats of his heart,
the pupil of his eyes 
He is for you, with you at a different level on a different plane which very few can understand and fewer can realise and appreciate

Tell me!
what can an old caged bird do for the fairy with silver wings 
except wish her all the shades of life in her golden voyage?

Smruti Ranjan Mohan

©Smruti Ranjan Mohanty
  #Sad_shayri ନା ମୁଁ ତମେ ଓ
ତମ ପ୍ରେମ ପ୍ରତି ଅବିଶ୍ବସ୍ତ
ନା ମୁଁ ତମ ପ୍ରେମ ଓ ମୋ
ଅନୁଭଵ ପାଇଁ ସମ୍ବେଦନଶୀଳଡ଼ଢ଼
କେଵଳ ସମୟ ଓ ପରିସ୍ଥିତି 
ଏଠି ପ୍ରତିବନ୍ଧକ ସିନା, 
ଆମକୁ ଏକାଠି କରେନା ଯାହା।।

#Sad_shayri ନା ମୁଁ ତମେ ଓ ତମ ପ୍ରେମ ପ୍ରତି ଅବିଶ୍ବସ୍ତ ନା ମୁଁ ତମ ପ୍ରେମ ଓ ମୋ ଅନୁଭଵ ପାଇଁ ସମ୍ବେଦନଶୀଳଡ଼ଢ଼ କେଵଳ ସମୟ ଓ ପରିସ୍ଥିତି ଏଠି ପ୍ରତିବନ୍ଧକ ସିନା, ଆମକୁ ଏକାଠି କରେନା ଯାହା।। #Poetry

153 Views