ଆଜି ସନ୍ଧ୍ୟାବେଳେ ଛାତ ଉପରକୁ ଯାଇଥିଲି... ହଠାତ ଘର ପାଖେ ଥିବା... ସୁଗନ୍ଧରାଜ ଗଛ ଉପରେ ନଜର ପଡିଗଲା.... ତାର ପୁଷ୍ପ ର ସୁରଭି ଆଉ ସୌନ୍ଦର୍ଯ୍ୟ... ମୋ ମନକୁ ପୁରା କିଣିନେଲା.. ଆଉ ସତେ ଯେମିତି ସେଇ ପୁଷ୍ପ କହୁଥିଲା.. ମତେ ତୁ ବିଦୂରରୁ ଥାଇ କିଆଁ ଦେଖୁଛି.. ମୋ ପାଖକୁ ଆସେ ଥରେ..... ମତେ ମନ ଭରି ଦର୍ଶନ କରିବୁ... ଆଉ ମୋ ସୁରଭିକୁ ଆଘ୍ରାଣ କରି.. ଆତ୍ମା ଶାନ୍ତି କରିବୁ.. ଆସେ ଥରେ... #Gardenia #ସୁଗନ୍ଧରାଜ