Nojoto: Largest Storytelling Platform

ଆଧୁନିକ ଝିଅର ଜାଗର ଉପାସ ଆଜି ଜାଗର ସକାଳୁ ଉଠି

      ଆଧୁନିକ ଝିଅର ଜାଗର ଉପାସ 

ଆଜି ଜାଗର 
ସକାଳୁ ଉଠି ମୁଁ 
ମନ୍ଦିର ଆଗରେ 
ଧାଡିରେ ରହିଲି 
ଉପାସ କରି l

ସଟ ଜିନ ଆଉ ଟପକୁ ପିନ୍ଧି 
ମନ୍ଦିର ଭିତରେ 
ପୂଜା କରିବାକୁ 
ପୂଜା ଥାଳି 
ଗୋଟେ ହାତରେ ଧରି l1l

ଶେଷରେ ଘଟିଲା 
ଅନ୍ତ ଅପେକ୍ଷାର 
ଭୋଗଥାଳି ଦେଇ 
ବ୍ରହ୍ମଣ ହାତରେ 
କହିଲି ଜଲଦି ପୂଜା କର l

ଠିଆ ହୋଇଅଛି 
ଧାଡିରେ ମୁଁ ଆସି 
ବିଗତ ସକାଳ 6ଟା ରୁ 
ତେଣୁ 
ଗୋଡ ବିନ୍ଧିଲେଣି ମୋର l2l #myquote #mythoughts #mypoetry #mylove #mygod
      ଆଧୁନିକ ଝିଅର ଜାଗର ଉପାସ 

ଆଜି ଜାଗର 
ସକାଳୁ ଉଠି ମୁଁ 
ମନ୍ଦିର ଆଗରେ 
ଧାଡିରେ ରହିଲି 
ଉପାସ କରି l

ସଟ ଜିନ ଆଉ ଟପକୁ ପିନ୍ଧି 
ମନ୍ଦିର ଭିତରେ 
ପୂଜା କରିବାକୁ 
ପୂଜା ଥାଳି 
ଗୋଟେ ହାତରେ ଧରି l1l

ଶେଷରେ ଘଟିଲା 
ଅନ୍ତ ଅପେକ୍ଷାର 
ଭୋଗଥାଳି ଦେଇ 
ବ୍ରହ୍ମଣ ହାତରେ 
କହିଲି ଜଲଦି ପୂଜା କର l

ଠିଆ ହୋଇଅଛି 
ଧାଡିରେ ମୁଁ ଆସି 
ବିଗତ ସକାଳ 6ଟା ରୁ 
ତେଣୁ 
ଗୋଡ ବିନ୍ଧିଲେଣି ମୋର l2l #myquote #mythoughts #mypoetry #mylove #mygod