ଆସ ବର୍ଷା , ପୁଣି ଝରିଯାଅ ଏ ତତଲା ମାଟି ଉପରେ , ଆଉ ଏ ଶୁଖିଲା ଟାଙ୍ଗରା ଭୁଇଁରେ ପଡିଯାଇଥିବା ଫାଟ ଗୁଡାକୁ ତମ କଳକଳ ଶୀତଳ ଜଳ ରେ ଭରି ଦେଇ... ଆଉଥରେ ପୁଣି କହି ଦେଇ ଯାଅ , ଯେ ତୁମେ ତାକୁ କେତେ ଭଲପାଅ ବୋଲି... #barsha #odiawritings #odiakavita #odiapoetry #odisha #rain #soil #yqdidiquotes ଆସ ବର୍ଷା , ପୁଣି ଝରିଯାଅ ଏ ତତଲା ମାଟି ଉପରେ , ଆଉ ଏ ଶୁଖିଲା ଟାଙ୍ଗରା ଭୁଇଁରେ ପଡିଯାଇଥିବା ଫାଟ ଗୁଡାକୁ ତମ କଳକଳ ଶୀତଳ ଜଳ ରେ ଭରି ଦେଇ... ଆଉଥରେ ପୁଣି କହି ଦେଇ ଯାଅ , ଯେ ତୁମେ ତାକୁ କେତେ ଭଲପାଅ ବୋଲି...