ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ, ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ପହିଲି ସୁର୍ଯ୍ୟ ର ପହିଲି କିରଣ ଧରା କୁ କରେ କେତେ ମନୋହର, ଏବେ ତୋ ଧରାରୁ ପାସରିଲା ରାତ୍ରିର ଗାଢ଼ ଅନ୍ଧକାର । ରବି ର ଆଗମନ ଦେଖି ଫୁଟିଲାଣି ଜଳେ କଇଁ, ବିହଙ୍ଗ ଗଣ ସବୁ ବସା ରୁ ଉଡ଼ିଲେଣି ଖାଦ୍ୟ ସଂଗ୍ରହ କରିବା ପାଇଁ । ଯେ ଯାହାର କାର୍ଯ୍ୟ ରେ ଲାଗି ତୋ ଲଗେଣି, ରଜନୀ ର କ୍ଳାନ୍ତ କୁ ଦୂରେଇ ଚଞ୍ଚଳ ହୋଇ ଉଠିଛି ଧରଣୀ । ପାହିଲା ରଜନୀ ଦିଶିଲା ଆକାଶେ ରବି ର କଅଁଳିଆ କିରଣ । ସକାଳର ପହିଲି ସୁର୍ଯ୍ୟ କୁ ଦେଖି ବସୁଧା ରାଣୀ ଖୁସିରେ କରୋଇ ରମଣ । ©Lili Dey #Morning