Nojoto: Largest Storytelling Platform

○ଲୁହ ମୁଁ ପାରୁନି ତୋତେ ଲୁଚେଇ କାହିଁ ଥିଲୁ ହୃଦୟରେ ସାଥି

○ଲୁହ ମୁଁ ପାରୁନି ତୋତେ ଲୁଚେଇ 
କାହିଁ ଥିଲୁ ହୃଦୟରେ
ସାଥିରେ ଦୁଃଖକୁ ନେଇ...
ଚାଲି ଆସିଲୁ ଯେବେ
ଭାଂଗିଲୁ ଦମ୍ଭ 
ଏକେକୀ ବହୁନେ ଏଠି
ତୋତେ କେହିକାଳେ ଦେଖି ନବ
ଯେତେ ପାରୁଛୁ ଝରିଯା
ମନକୁ ଧୋଇଦେଇ..
ଲୁହ ମୁଁ ପାରୁନି ତୋତେ ଲୁଚେଇ....

©Mamata Patra
  sad mood
mamatapatra4086

Mamata Patra

New Creator

sad mood #ଜୀବନ

47 Views