Nojoto: Largest Storytelling Platform

ବାଜୁ ନ ବାଜୁ ଭକ୍ତି ମହୁରୀ କାଳିଆ ଆସେ ଥିରି ଥିରି ଟାହିଆ

ବାଜୁ ନ ବାଜୁ ଭକ୍ତି ମହୁରୀ
କାଳିଆ ଆସେ ଥିରି ଥିରି
ଟାହିଆ ସାଙ୍ଗରେ
ଟାହି ଟାପରା
ପିନ୍ଧି ନିନ୍ଦାର ଅଳଙ୍କାର
ତୁ ବିଞ୍ଚେ ପ୍ରେମ
ଦେ ପ୍ରମାଣ 
ତୋ ଅବସ୍ଥିତି ର
ବିଶ୍ଵ ଦରବାରୀ ରେ
ଯେବେ ହେଇଛୁ ଠାକୁର
ନିରାଶ୍ରା ର ରଥ ଚଢ଼ି
ବିତରେ ଆଶା ବଞ୍ଚିବାର
ତ୍ରାହି ତ୍ରାହି ଡାକରା
ରକ୍ଷା ରକ୍ଷା ଚିତ୍କାର
ୟା ଭିତରେ
ଶୁଭି ନପାରେ
ଶଙ୍ଖ ନାଦ,ଭଜନ
କିମ୍ବା ଶବଦ ଘୁଙ୍ଗୁରର
ତୁ କରିଦେ ଏଥର
ନ ମାଗିବା ଆଗରୁ ଚମତ୍କାର Pic source - unknown
#yqodia#ରଥଯାତ୍ରା#ଜଗନ୍ନାଥ
ବାଜୁ ନ ବାଜୁ ଭକ୍ତି ମହୁରୀ
କାଳିଆ ଆସେ ଥିରି ଥିରି
ଟାହିଆ ସାଙ୍ଗରେ
ଟାହି ଟାପରା
ପିନ୍ଧି ନିନ୍ଦାର ଅଳଙ୍କାର
ତୁ ବିଞ୍ଚେ ପ୍ରେମ
ଦେ ପ୍ରମାଣ 
ତୋ ଅବସ୍ଥିତି ର
ବିଶ୍ଵ ଦରବାରୀ ରେ
ଯେବେ ହେଇଛୁ ଠାକୁର
ନିରାଶ୍ରା ର ରଥ ଚଢ଼ି
ବିତରେ ଆଶା ବଞ୍ଚିବାର
ତ୍ରାହି ତ୍ରାହି ଡାକରା
ରକ୍ଷା ରକ୍ଷା ଚିତ୍କାର
ୟା ଭିତରେ
ଶୁଭି ନପାରେ
ଶଙ୍ଖ ନାଦ,ଭଜନ
କିମ୍ବା ଶବଦ ଘୁଙ୍ଗୁରର
ତୁ କରିଦେ ଏଥର
ନ ମାଗିବା ଆଗରୁ ଚମତ୍କାର Pic source - unknown
#yqodia#ରଥଯାତ୍ରା#ଜଗନ୍ନାଥ