Red sands and spectacular sandstone rock formations ଜୀବନର ବ୍ୟସ୍ତତା ଭିତରୁ ଯେବେ ମୁଁ ବିରତି ନିଏ ଶବ୍ଦର ମେଳ ଭିତରେ ସେବେ ମୁଁ ନିଜକୁ ହଜେଇ ଦିଏ.. ପ୍ରେମ, ବିରହ, ସନ୍ଦେହ ର ଘେର ଭିତରେ ନିଜ ଭାବନାର ଅସ୍ତିତ୍ଵକୁ ଆକଳନ କରିବାର ଅପଚେଷ୍ଟା କରେ.. କିଛି ମନର ଭାଷାକୁ ସାଧା କାଗଜରେ ଲେଖି ଦିଏ ଆଉ ବାକି ସବୁ ଅକୁହା ହେଇ ହୃଦୟର କୋଣରେ ସବୁଦିନ ପାଇଁ ଗୋପନରେ ରହିଯାଏ... ହଁ ତୁମକୁ ଭୁଲିବା ଆଳ ରେ ମୁଁ ପୁଣି ତୁମ ଭିତରେ ହଜିଯାଏ... ©Subrat Kanungo #Sands