କାଳିଆ ରେ ତତେ ନିତି କରେ ମୀନତି କାହିଁ ଶୁଣୁ ନାହିଁ ମୋର ମୀନତି ନାହିଁ ଧନ ଜନ ଗୋପ ଲକ୍ଷ୍ମୀ ମୋର ତତେ ଦେଇ ପାରେ ନାହିଁ ମନ ଜାଣି ବୋଧେ ସେଥିପାଇଁ ଶୁଣୁ ନାହିଁ ଲାଗେ ମତେ ଜନ୍ମ ବ୍ୟର୍ଥ ମୋର କାଳିଆ ରେ ତତେ ନିତି ଜପୁ ଥାଇ ମନ କଥା ତତେ ଶୁଣାଉ ଥାଇ ତୋ କରୁଣା ଟିକେ ଦେଇ ଦେଲେ ମତେ ସରି ଯିବ କି ତୋର କରୁଣା ଭଣ୍ଡାର କାଳିଆ ରେ ତତେ ନିତି କରେ ମୀନତି କାହିଁ ଶୁଣୁ ନାହିଁ ମୋର ମୀନତି..... #jaganathpuri #god #mythoughts #odiawritings #odiaquotes #odia