ଜହ୍ନ ବିନା କଇଁ, କଇଁ ବିନା ରାତି ରାତି ବିନା ସାଥି, ସାଥି ବିନା ଜୀବନ ଗୀତି ଗୀତି ବିନା ଲୁଚା ପ୍ରେମର ଭୀତି, ଭୀତି ବିନା କେମିତି ଜମିବ ତାତି।। ନାଆ ବିନା ନାଉରୀ, ନାଉରୀ ବିନା ମାଝି ମାଝି ବିନା କାଳିଜାଈ ତୁଠ, ତୁଠ ବିନା ଗରା ଗରା ବିନା ରମଣୀ, ରମଣୀ ବିନା ଭ୍ରମଣ ଭ୍ରମଣ ବିନା ମନ କି ସାଜିବ ପ୍ରଫୁଲ୍ଲ ର କାରଣ।। ରାଧା ବିନା କାହ୍ନା, କାହ୍ନା ବିନା ଯମୁନା ଯମୁନା ବିନା ତ୍ରିବେଣୀ, ତ୍ରିବେଣୀ ବିନା ମିଳନ ମିଳନ ବିନା ଭାବନା, ଭାବନା ବିନା କବିତା କବିତା ବିନା କଳ୍ପନା, କଳ୍ପନା ବିନା କବି ପାରିବ କି ବଞ୍ଚି।। ପ୍ରିୟ Biswashree Das ଦିଦି ଚେଷ୍ଟା କରିଛି, ତୃଟି ଥିଲେ ତମ କାନ ଧରି ଶାସନ କୁ ବି ସ୍ୱାଗତ କରିବି କବି ବିନା କଳ୍ପନା,କବିତା ବିନା ଭାବନା ର ଥାଏ କି ଅସ୍ତିତ୍ୱ ? ଆଗକୁ ବଢ଼େଇ ନେବା ଆପଣଙ୍କ ଦାୟିତ୍ୱ।😇😇open for collab🙏🙏🙏 #yqbhaina #odiawritings #yqodiabhaina #କବିବିନାକଳ୍ପନା #YourQuoteAndMine Collaborating with Biswashree Das