Nojoto: Largest Storytelling Platform

ଖାଲି ଏତିକି ତ (Read in caption) ପାଦ ଖସିଯିବ ବୋଲି କ

ଖାଲି ଏତିକି ତ


(Read in caption) ପାଦ ଖସିଯିବ ବୋଲି କଣ ଚାଲିବିନି
ପ୍ରେମ କଲି ଯେ ଏଇ ଏକଦମ୍ ନିର୍ଭୀକ
ଝୁଙ୍କି ପଡ଼ିଲେ ଝିଙ୍କିଦିଏ ଭାବାବେଗ
ମୁଁ କାହିଁକି କରିବି ତାକୁ ଆୟତ୍ତ
କରୁ ଯେତେ କରିପାରିବ ଅଣାୟତ୍ତ।

ଭାଙ୍ଗିବାର ଶବ୍ଦ କରିପାରେ କୋଳାହଳ
ଏଇ ଏତିକି ମାତ୍ର କଥା ଆଉ କିଛି ବେଶୀ କି!
ଖାଲି ଏତିକି ତ


(Read in caption) ପାଦ ଖସିଯିବ ବୋଲି କଣ ଚାଲିବିନି
ପ୍ରେମ କଲି ଯେ ଏଇ ଏକଦମ୍ ନିର୍ଭୀକ
ଝୁଙ୍କି ପଡ଼ିଲେ ଝିଙ୍କିଦିଏ ଭାବାବେଗ
ମୁଁ କାହିଁକି କରିବି ତାକୁ ଆୟତ୍ତ
କରୁ ଯେତେ କରିପାରିବ ଅଣାୟତ୍ତ।

ଭାଙ୍ଗିବାର ଶବ୍ଦ କରିପାରେ କୋଳାହଳ
ଏଇ ଏତିକି ମାତ୍ର କଥା ଆଉ କିଛି ବେଶୀ କି!