Nojoto: Largest Storytelling Platform

ଛୁଆ ହଉ କି ବୁଢା ହଉ, କି ହେଇଥଉ ସେ ଜୁଆନ୍ ଆମର୍ ତିହାର୍ ମ

ଛୁଆ ହଉ କି ବୁଢା ହଉ, କି ହେଇଥଉ ସେ ଜୁଆନ୍
ଆମର୍ ତିହାର୍ ମନାମା ସଭେ ମିଶି କରି ସାନ୍ ସିଆନ୍ 

ମାଁ-ବୁଆ, କକା-କାକୀ, ବବା-ବଡ଼ି ଆର୍ ଆମର୍ ଅଜା-ଆଈ
ରାଗ୍ ରିଷା ଭୁଲି ହଁସି ଖୁସି କରି ସଭେ ମନାମା "ନୂଆଁଖାଇ" 

ଧନୀ ଗରିବ୍ ଏକାସାରି ସଭେ ଗୁଟେ ଠାନେ ଗୁଟେ ମାଟି
ଭାଇଚାରା ସାଙ୍ଗେ ଭାବର୍ ପୀରତି ଗାଁ ଥିଁ ଦେମା ନ ବାଆଁଟି

ମହାନଦୀର୍ ପାଏନ୍ ଝରୁଥାଉ ଇନ, ନାଇଁ ରହୁ ମରୁଡ଼ିର୍ ଲଟ୍ କନା
ସବୁ ପେଟ୍ କେ ଆହାର୍ ମିଲୁ, ଭାତ୍ ହାଁଣି କେଭେଁ ନାଇଁ ହଉ ଉନା

ସମଲେଇ ମାଁ ଠାନେ ଖାଲି କରୁଛେଁ ଗୁହାରି, କେଭେ ନାଇଁ ହଉ ଚାଷୀର୍ ହାର୍
ଭୁଦୋ ମାସର୍ ପରବ୍ ଆମର୍, ସମକୁ ମୋର୍ 
"ନୂଆଁଖାଇ ଜୁହାର୍" #ନୁଆଖାଇ_ଜୁହାର୍ #ଚାଷୀର୍_ପରବ୍ #farmers_festival #NUAKHAI #culture_of_Western_Odisha #nojotoodia #nojoto

papu2910032466830

Papu

New Creator