Nojoto: Largest Storytelling Platform

ରାତିଏ ସ୍ମୃତିକୁ ସାଥି କରିଥିଲି ହୃଦୟ ଚାଙ୍ଗୁଡ଼ି ସଜାଡି,

ରାତିଏ ସ୍ମୃତିକୁ ସାଥି କରିଥିଲି 
ହୃଦୟ ଚାଙ୍ଗୁଡ଼ି ସଜାଡି,
ବସିରହିଥିଲି ତୁମ ଅପେକ୍ଷାରେ 
ଆଖିରେ ଜାଳି ମୁଁ ଦିହୁଡି।
ହେଲେ ତୁମେ ଗଲ ରୂପ ସଵାରୀରେ,
ଏଇ ପଥ ଧାରେ ସପନେ
ଅଳତାର ଦାଗ ସକାଳୁ କହୁଛି 
ବୋଧେ ଭୁଲ ଥିଲା 
ତୋର ଚୟନେ।। SK।।

©Subrat Kanungo #sadak
ରାତିଏ ସ୍ମୃତିକୁ ସାଥି କରିଥିଲି 
ହୃଦୟ ଚାଙ୍ଗୁଡ଼ି ସଜାଡି,
ବସିରହିଥିଲି ତୁମ ଅପେକ୍ଷାରେ 
ଆଖିରେ ଜାଳି ମୁଁ ଦିହୁଡି।
ହେଲେ ତୁମେ ଗଲ ରୂପ ସଵାରୀରେ,
ଏଇ ପଥ ଧାରେ ସପନେ
ଅଳତାର ଦାଗ ସକାଳୁ କହୁଛି 
ବୋଧେ ଭୁଲ ଥିଲା 
ତୋର ଚୟନେ।। SK।।

©Subrat Kanungo #sadak