Nojoto: Largest Storytelling Platform

ଅଜଣା ରୁ ଚିହ୍ନା ଜଣା ଧିରେ ଧିରେ ବୁଝାବଣା କଥା ରେ କହିବା

ଅଜଣା ରୁ ଚିହ୍ନା ଜଣା
ଧିରେ ଧିରେ ବୁଝାବଣା
କଥା ରେ କହିବା ଦରକାର ହୁଏନି 
ବୁଝି ଯାଅ ତୁମେ,ଯାହା ମନେ ଅଛି ଲୁଚି
କୁହ.. ଏ ପ୍ରେମ ନା ଆଉ କିଛି।।

    ଶୁଭ ସକାଳ ବନ୍ଧୁ ଗଣ। ଆସନ୍ତୁ ଲେଖିବା କିଛି ମନଛୁଆଁ କବିତା, କାହାଣୀ ଅବା ଲଘୁକଥା ଉପରୋକ୍ତ ଶୀର୍ଷକରେ।

#ପ୍ରେମନାଆଉକିଛି #collab #yqbhaina #yqodia #yourquoteodia  #YourQuoteAndMine
Collaborating with YourQuote Bhaina #secondquote

smile8739900439100

S_mi_le

New Creator