Nojoto: Largest Storytelling Platform

ଗୋଟେ ଚାନ୍ଦ ଚାରିଆଡ଼େ ଲକ୍ଷେ ତାରା ଫିକା ତୁ ଆମ ମଥା ର ପବ

ଗୋଟେ ଚାନ୍ଦ ଚାରିଆଡ଼େ ଲକ୍ଷେ ତାରା ଫିକା
ତୁ ଆମ ମଥା ର ପବିତ୍ର ଚନ୍ଦନ ଟୀକା।
ସିଆଣି ଝିଅ ଖାଲି ହଉ ବକ୍ ବକ୍ 
ତୋ କଥା ଶୁଣି ଆମ ଛାତି ହୁଏ ଧକ୍ ଧକ୍।
ବେଶୀ କମ୍ ଭଲ ପାଇବା ଶିଖି ନାହିଁ କେବେ
ତୁ ଆରମ୍ଭ କଲେ ସବୁ ଶୁଣନ୍ତି ନୀରବେ।
ନାହିଁ କାହା ସାହସ ତୋ ସାମନାରେ କରିବାକୁ ଯୁକ୍ତି
ସବୁ ଫେଲ୍ ମାରି ଯାନ୍ତି ତାଙ୍କ କଥା ର ହୁଏ ଇତି।
ଆସି ଯେବେ କରିଦେଉ ଗେଲ ସଭିଙ୍କୁ
ତୁ ଯାହା କୁ ପ୍ରିୟ କହୁ ସେ ଫୁଲେଇ ଦିଏ ଛାତି କୁ।
ହସ ଖିଲି ଖିଲି ଆଉ ତୋର ଓଠ ଯେ ନାଲି
ତୋ ଭଳି ସୁନ୍ଦରୀ ନା ଥିଲେ କାଲି ନା ହେବେ କାଲି।
ଏତେ ବଡ଼ ପରିବାର ରେ ତୁ ଜୀବନ କରୁ ସଞ୍ଚରଣ
କରିଦେଉ ସଭିଙ୍କୁ ନିରବଚ୍ଛିନ୍ନ ପ୍ରେମର ବଣ୍ଟନ।
ଜନ୍ମ ଦିନେ ତତେ ଯେ ଆମେ କରୁଛୁ ଶୁଭେଚ୍ଛା
ପୂରଣ କରୁ ଈଶ୍ୱର ତୋ ଜୀବନର ସବୁ ସ୍ବପ୍ନ ଇଚ୍ଛା। HAPPY BIRTHDAY SNEHA BETA
LOADS OF LOVE ❤️❤️
#yqbhaina