Nojoto: Largest Storytelling Platform

ଜୟ ଶ୍ରୀରାମ ତୁମରି ନାମକୁ ଦେବ ଦେବ ମହେଶ୍ବର ନିତି କରୁଛ

ଜୟ ଶ୍ରୀରାମ

ତୁମରି ନାମକୁ 
ଦେବ ଦେବ ମହେଶ୍ବର
ନିତି କରୁଛନ୍ତି ଜପ 
କୋଟି କୋଟି ବାର
ତୁମେ ଯେବେ କୃପା କର 
ହେ ଭକ୍ତ ବତ୍ସଳ
ମରୁଭୂମି ପ୍ରାପ୍ତ ହୁଏ 
ଘନ ଘନ ଜଳ

जय श्रीराम #NojotoQuote #lord_ram #रामनवमी #nojoto #मेरेराम
ଜୟ ଶ୍ରୀରାମ

ତୁମରି ନାମକୁ 
ଦେବ ଦେବ ମହେଶ୍ବର
ନିତି କରୁଛନ୍ତି ଜପ 
କୋଟି କୋଟି ବାର
ତୁମେ ଯେବେ କୃପା କର 
ହେ ଭକ୍ତ ବତ୍ସଳ
ମରୁଭୂମି ପ୍ରାପ୍ତ ହୁଏ 
ଘନ ଘନ ଜଳ

जय श्रीराम #NojotoQuote #lord_ram #रामनवमी #nojoto #मेरेराम