ସଭିଙ୍କୁ ନିଜର ଭାବିଲି ହେଲେ କରି ପାରିଲିନି ନିଜର ସଭିଏଁ ମତେ ତାଙ୍କର କହିଲେ ହେଲେ ହେଇ ପାରିଲିନି ତାଙ୍କର ଜୀବନେ ତାଙ୍କର ରକ୍ତ ବୁନ୍ଦେ ହେଇ ବହି ଗଲି ଝାଳ ହେଇ ସମୟର ସମସ୍ତେ ବଢ଼ି ଯାଆନ୍ତି ଆଗକୁ ମୁଁ ରହି ଯାଏ ହେଇ ଅଂଶ ଅତୀତର ସ୍ୱାର୍ଥ କହି ପାରିବି ନାହିଁ ତାଙ୍କ ପ୍ରେମକୁ ସେ ବି ହୁଅନ୍ତି ପରିସ୍ଥିତି ର ଶିକାର। ପୁଣି ଖୋଜେ ମୁଁ ସ୍ମୃତି କୁ ସାଙ୍ଗେ ଧରି ମୋ ପାଇଁ ଏକ ପରଶ ନୂତନ ଆପଣାର। #ମୁଁ#yqodia#munodia#nijara