ମନେ ଅଛି ତୋର ମୋ ସହ ପ୍ରଥମ ଦେଖା❤️ ପ୍ରଥମ ନଜର ଦୁହିଁଙ୍କର ଦୁହିଁଙ୍କ ଆଖିରେ ଥିଲା❤️ ଆଉ ସେଇ ପ୍ରଥମ ଦେଖା ଯେ କେବେ ପ୍ରେମ ର ରୂପ ନବ କହାକୁ ବା ଜଣା ଥିଲା❤️ ଆଜି ବି ମନେ ପଡେ ସେ ଦିନର ଘଟଣା , ତୁ କେତେ ବାହାନା କରିଥିଲୁ ମୋ ପାଖେ ବସି ଟିକେ କଥା ହବା ପାଇଁ❤️ ଏମିତି ଲାଗୁଥିଲା ଏ ଜନ୍ମ ଜନ୍ମ ର ଅଧୁରା କାହାଣୀ ପୁରା ହେବାକୁ ଯାଉଛି❤️ ହେଲେ ଏ ପୁଣି ରହିଗଲା ଅଧୁରା ଆର ଜନ୍ମ ପାଇଁ 🥺 ତୁ ଆଜିବି ମୋ ହୃଦୟ ରେ ଅଛୁ ଆଉ ମୁଁ ତୋ ହୃଦୟ ରେ ନାହିଁ 🥺 ©Subrat Kanungo #Sukha