ଖେଳିବାକୁ ହୋଲି ତୁମରି ସାଥିରେ ଧରିଛି ଅବିର ହାତେ ଏଇ ଫଗୁଣରେ, ଚୁପଚାପ୍ ଆସି ବୋଳିଦେଲ ଫଗୁର ରଙ୍ଗରେ ବାସ୍ନା ଭରିଦେଲା ବସନ୍ତ ତୁମ ଟିକିଏ ଛୁଆଁରେ, କହି ହାପି ହୋଲି ହାପି ହୋଲିରେ ତୁମ ସିନ୍ଥିକୁ ରଙ୍ଗେଇ ଦେଲି ଲାଲ ଆଉ ଗୋଲାପୀ ରଙ୍ଗରେ ।। ✍ ନିହାର ରଞ୍ଜନ ପରିଡ଼ା ©Nihar Parida #ଫଗୁଣ #Holi