Nojoto: Largest Storytelling Platform

ସମାଜରେ ଏବେ ବି ଥିବା ଛୁଆଁ ଅଛୁଆଁ ଭେଦଭାବ, ନୀଚ ଜାତିର

 ସମାଜରେ ଏବେ ବି ଥିବା ଛୁଆଁ ଅଛୁଆଁ ଭେଦଭାବ,
 ନୀଚ ଜାତିର ଲୋକଙ୍କ ମନ୍ଦିରରେ ପୂଜା କରିବାର
 ଅଧିକାର ନ ଦେବା, ଏକ ନୀଚ ଜାତି ର ଝିଅ ଟିଏ
 ଏକ ଉଚ୍ଚ ଜାତିର ଲୋକର ବଗିଚା ରୁ ଫୁଲ
 ତୋଳିବାରୁ ତାର ସମୁଦାୟ ସମ୍ପ୍ରଦାୟ କୁ ଉକ୍ତ ଜାଗା
 ରେ ବାସନ୍ଦ କରିବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ସଭ୍ୟତା
 ଦୃଷ୍ଟି ରୁ ଆଜି ବି ପଛରେ ରହି ଯାଇଥିବା ଆଦିବାସୀ
 ଜନଜାତଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତି କେବେ
 ବି ସ୍ୱର ଉଠାଉ ନଥିବା ତଥାକଥିତ ଉଚ୍ଚ ଜାତିର
 ବୋଲାଉଥିବା ଆମ୍ଭ ମାନଙ୍କର କୌଣସି ନୈତିକ
 ଅଧିକାର ଅଛି କି ସମ୍ବିଧାନ ଦ୍ଵାରା ପ୍ରଣୀତ
 ହୋଇଥିବା ଜାତି ଭିତ୍ତିକ ସଂରକ୍ଷଣ ଓ କୋଟା
 ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାକୁ...???
 Azadi from manuvad se
 ସମାଜରେ ଏବେ ବି ଥିବା ଛୁଆଁ ଅଛୁଆଁ ଭେଦଭାବ,
 ନୀଚ ଜାତିର ଲୋକଙ୍କ ମନ୍ଦିରରେ ପୂଜା କରିବାର
 ଅଧିକାର ନ ଦେବା, ଏକ ନୀଚ ଜାତି ର ଝିଅ ଟିଏ
 ଏକ ଉଚ୍ଚ ଜାତିର ଲୋକର ବଗିଚା ରୁ ଫୁଲ
 ତୋଳିବାରୁ ତାର ସମୁଦାୟ ସମ୍ପ୍ରଦାୟ କୁ ଉକ୍ତ ଜାଗା
 ରେ ବାସନ୍ଦ କରିବା ତଥା ଶିକ୍ଷା, ସ୍ବାସ୍ଥ୍ୟ, ସଭ୍ୟତା
 ଦୃଷ୍ଟି ରୁ ଆଜି ବି ପଛରେ ରହି ଯାଇଥିବା ଆଦିବାସୀ
 ଜନଜାତଙ୍କ ପ୍ରତି ହେଉଥିବା ଅନ୍ୟାୟ ପ୍ରତି କେବେ
 ବି ସ୍ୱର ଉଠାଉ ନଥିବା ତଥାକଥିତ ଉଚ୍ଚ ଜାତିର
 ବୋଲାଉଥିବା ଆମ୍ଭ ମାନଙ୍କର କୌଣସି ନୈତିକ
 ଅଧିକାର ଅଛି କି ସମ୍ବିଧାନ ଦ୍ଵାରା ପ୍ରଣୀତ
 ହୋଇଥିବା ଜାତି ଭିତ୍ତିକ ସଂରକ୍ଷଣ ଓ କୋଟା
 ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାକୁ...???
 Azadi from manuvad se
alokranjan1775

K Bilasen

New Creator