Aspire ଆମକୁ ପରିଚୟ ଦେଇଛି ଦେଇଛି ବଞ୍ଚିବାର ରାହା ପ୍ରଭୁ ଜଗନ୍ନାଥ Asprire ରୂପରେ ହୋଇଛନ୍ତି ବୋଧେ ସାହା ! Aspire ଶିକ୍ଷାର ଉନ୍ନତି ପାଇଁ ଦେଉଅଛି ପ୍ରଶିକ୍ଷଣ Aspire ନାଁକୁ ଟେକ ମୁଁ ରଖିବି କରୁଛି ଆଜିମୁଁ ପଣ ! Aspire ଆମକୁ ସ୍ୱାବଲମ୍ବୀ ହେବାପାଇଁ ଦେଖାଉଛି କେତେ ସ୍ୱପ୍ନ ଅନ୍ଧାର ରାତିରେ ବାଟ ସେ ଦେଖାଏ ସାଜି ଏକ ରୂପା ଜହ୍ନ ! Aspire ଆଖିରେ ସମସ୍ତେ ସମାନ କରେନା ପାତର ଅନ୍ତର ବାପା, ମା ପରି ସ୍ନେହ ସେ କରଇ ବିଶାଳ ହୃଦୟ ତାର ! ନିରକ୍ଷରତା ଦୂର କରିବା ପାଇଁ Aspire ଏହା ଏକ ପ୍ରୟାସ ନିରକ୍ଷରତା ଦୂର ହୋଇଗଲେ ଉନ୍ନତ ରାଷ୍ଟ୍ରରେ ପରିଣତ ଆମ ଏ ଭାରତ ବର୍ଷ ! ବସନ୍ତ କୁମାର ନାଏକ G P କୋଳିମାଟି Aspire