Nojoto: Largest Storytelling Platform

ଅନ୍ଧାର ଘର ତୁମ ଓଠର ନିରବତା ମୋତେ ଅନ୍ଧାର ଘର ପରି ଲାଗୁଛି

ଅନ୍ଧାର ଘର
ତୁମ ଓଠର ନିରବତା ମୋତେ ଅନ୍ଧାର ଘର ପରି ଲାଗୁଛି
ଜଣା ନାହିଁ ମୋତେ ଭବିଷ୍ୟତ ପ୍ରିୟା ତଥାପି ଉତ୍ତର ଖୋଜୁଛି, 
ତୁମ ସେ ଚଞ୍ଚଳ ଆଖି, ମୋତେ ଅଶାନ୍ତ କରି ଦେଇଛି 
ଟିକିଏ ପ୍ରେମ ର ଆଶା ରେ ପ୍ରିୟା ତଥାପି ମୁଁ ବଞ୍ଚି ରହିଛି। 
ଶୁଣି ଥିଲି ଥରେ ନିଃସ୍ବାର୍ଥ ପ୍ରେମ ଯେ ହୁଏନା କେବେ ବିଫଳ
ଅପେକ୍ଷା କେବଳ ସେହିସମୟକୁ କେବେହେବ ପ୍ରେମ ସଫଳ
ତୁମ ବିନା ପ୍ରିୟା ଅନ୍ଧାର ଅନ୍ଧାର ସବୁଠି ଅନ୍ଧାର ଦିଶୁଛି 
ତୁମ କୁ ନ ପାଇ ଜୀବନ ଟି ମୋର ଅନ୍ଧାର ଘର ପରି ଲାଗୁଛି 
     Inner thoughts in her absence...

dearpast1598

Dear Past

New Creator