ଥମିଯାଉ ସମୟର ଗତି ଗଢ଼ିଉଠୁ ପ୍ରେମର ନଗର ଭରିଯାଉ ସବୁମନେ ଆଜି ଶାନ୍ତି ଆଉ ପ୍ରୀତିର ସାଗର ଜଳିଯାଉ ସ୍ୱାର୍ଥ-ଅହଙ୍କାର ଧ୍ବଂସହେଉ କାମ-ବାସନାର ହସିଉଠୁ ପ୍ରତ୍ୟେକଟି ପ୍ରାଣ ଦୂରେଯାଉ ଆତ୍ମ-ଅଭିମାନ ଲୀନହେଉ ଆତ୍ମାର ଧରଣୀ ପ୍ରେମର ଊର୍ମିରେ ପ୍ରତିକ୍ଷଣ କ୍ରମଶଃ.... ଚିତ୍ତରଞ୍ଜନ ©ChittaranjanSahoo #Life #poem #odia