Nojoto: Largest Storytelling Platform

ସେ ସେଦିନ ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା...

ସେ

ସେଦିନ 
ତୁମ ଆଲୁଲାୟିତା କେଶ ଭାରି ଭଲ ଲାଗୁଥିଲା...
ତୁମ ତ୍ରିଭଂଗିମା ଠାଣି ଭାରି ଭଲ ଲାଗୁଥିଲା...
ତୁମ ଢଳ ଢଳ କଥାକୁହା ଆଖି ଭାରି ଭଲ ଲାଗୁଥିଲା...
ତୁମ ମିଛ ନାକ ଫୁଲା ରାଗ ଭାରି ଭଲ ଲାଗୁଥିଲା...
ତୁମ ଚୁପି ଚୁପି ଅସ୍ପଷ୍ଟ କଥା ଭାରି ଭଲ ଲାଗୁଥିଲା..
କିନ୍ତୁ....
ଯେଉଁଦିନ ତୁମ ଲମ୍ବା କେଶ ଭାତ ରୁ ବାହାରିଲା....
ଭାବିଲି...... ଛେ.....
ମଣିଷ ଶାନ୍ତିରେ ଖାଇବି ପାରୁନି...
********

©Subrat Kanungo #aashiqui