Nojoto: Largest Storytelling Platform

ପ୍ରଥମ ଜନ୍ମ ବାର୍ଷିକର ଚିଠି ଆମର ଏଇ ଦୁନିଆରେ ହସ ଖୁସ

ପ୍ରଥମ ଜନ୍ମ ବାର୍ଷିକର
    ଚିଠି ଆମର ଏଇ ଦୁନିଆରେ ହସ ଖୁସିର ବର୍ଷା ଆଣିବା ପାଇଁ ମାଆ ତ୍ରିଦେବୀ ବିଜୟା ଦଶମୀ ଦିନ ତତେ ଆମ କୋଳରେ ଦେଇଥିଲେ। ବାପା ମା ହୋଇଲୁ ବୋଲି ଆମ ଖୁସି ର ସୀମା ନ ଥିଲା।ଆମ ଜୀବନ ପରିପୂର୍ଣ୍ଣ କଲୁ।

 ଆଜି ମଧ୍ୟ ମୋ ଆଖିରେ ତୋର ସେଇ ଜନ୍ମ ସମୟର ମୁଁହ ଝୁଲି ଆସୁଛି,ଆଖିରେ ସେହି ଖୁସିର ଲୁହ ଝରି ପଡୁଛି ଯେତେବଳେ ପ୍ରଥମ ଥର ତତେ ସ୍ପର୍ଶ କରିଥିଲି,ତୋର ସେହି ଛୋଟ ଛୋଟ ହାତ କୁ ଧରି ମୋ ସବୁ ଦୁଃଖ,କଷ୍ଟ ଭୁଲି ଯାଇଥିଲି।କେତେ ଶୀଘ୍ର ସମୟ ବିତି ଯାଉଛି,ଆଜି ତୋର ପ୍ରଥମ ଜନ୍ମ ଦିନ,ଜାଣି ପାରିଲି ନାହିଁ କେତେ ଶୀଘ୍ର ଏଇ ଗୋଟେ ବର୍ଷ ବିତି ଗଲା।

ଆମ ଜୀବନର ଏକ ଅଭୁଲା ସ୍ମୃତି ତୁ ଧନ,ତୋ ବାପା ଆଖିରେ ମଧ୍ୟ ଆଜି ସେହି ଖୁସି