Nojoto: Largest Storytelling Platform

ସବୁ ଲୁହ ସରିଗଲେ, କାନ୍ଦିବାକୁ ଖୋଜୁ ଥାଏ ଆଖି, ସବୁ ନଦୀ

ସବୁ ଲୁହ ସରିଗଲେ,

କାନ୍ଦିବାକୁ ଖୋଜୁ ଥାଏ ଆଖି,

ସବୁ ନଦୀ ଶୁଖି ଗଲେ ସମୁଦ୍ର କି ରହେ ତାର ସାକ୍ଷୀ,

ସବୁ କଥା କହି ଦେଲେ,

ଖାଲି ରହେ ମନ ର ଅଗଣା,

ନୁଆ ଦୁଃଖ ଆସି ଗଲେ

ସବୁ ପୁଣି  ଲାଗଇ ଅଜଣା,

କେମିତି ବୁଝିବ ତମେ,

ବୁଝେଇଵି କିପରି ଭାଷା ରେ,

ଜହତ ଅବୁଝା ଥିଲ

ରହିଗଲା ଦୁରନ୍ତ ଆଶା ରେ..........
                            
      







 

 
     ଅପହଞ୍ଚ #yqodiapoetry #yqodiakabita  #yqbhaina #yqodia
ସବୁ ଲୁହ ସରିଗଲେ,

କାନ୍ଦିବାକୁ ଖୋଜୁ ଥାଏ ଆଖି,

ସବୁ ନଦୀ ଶୁଖି ଗଲେ ସମୁଦ୍ର କି ରହେ ତାର ସାକ୍ଷୀ,

ସବୁ କଥା କହି ଦେଲେ,

ଖାଲି ରହେ ମନ ର ଅଗଣା,

ନୁଆ ଦୁଃଖ ଆସି ଗଲେ

ସବୁ ପୁଣି  ଲାଗଇ ଅଜଣା,

କେମିତି ବୁଝିବ ତମେ,

ବୁଝେଇଵି କିପରି ଭାଷା ରେ,

ଜହତ ଅବୁଝା ଥିଲ

ରହିଗଲା ଦୁରନ୍ତ ଆଶା ରେ..........
                            
      







 

 
     ଅପହଞ୍ଚ #yqodiapoetry #yqodiakabita  #yqbhaina #yqodia
kmishra1322

k. Mishra

New Creator