Nojoto: Largest Storytelling Platform

ଆଖିରୁ ଝରୁଥିବା ପ୍ରତିଟି ବୁନ୍ଦା ଲୁହ... ମନରେ ସୃଷ୍ଟି ହ

ଆଖିରୁ ଝରୁଥିବା ପ୍ରତିଟି ବୁନ୍ଦା ଲୁହ... 
ମନରେ ସୃଷ୍ଟି ହେଉଥିବା ପ୍ରତି ମୁହୂର୍ତ୍ତର କୋହ... 
ହୃଦୟର ପ୍ରତିଟି ସ୍ପନ୍ଦନ... 
ଜୀବନ ପାଇଁ ଲୋଡ଼ା ପ୍ରତିଟି ଶ୍ଵସନ... 
ଶରୀରର ପ୍ରତିଟି ଶିରା-ପ୍ରଶିରା... 
ପ୍ରତିଟି ଜିନିଷ ଯାହା ମୋ ସହ ଯୋଡ଼ା... 
ସବୁ ବୋଧେ ତୋ ପ୍ରେମର ମୋହରା... 
ସବୁ ଲାଗେ ଫିକା, 
           ମନ ଲାଗେ ଏକା... 
ତୁ ନଥିଲେ ମୋ ପାଖେ, 
           ତୋ ସ୍ମୃତି ଯେ ମୋ ସଖା... 
ତୋ ବିନା ଲାଗେ ମୁଁ ଅଧୁରା, 
            ତୁ ଏକା ମୋ ଜୀବନର ସାହାରା...
ତୁ ଯିବା ପରେ ଭାଙ୍ଗି ଯିବିନି ମୁଁ,
           ତୋ ବିନା ବଞ୍ଚିବା ଶିଖିଯିବି... 
ତୋତେ କଷ୍ଟ ହୁଏ କହୁଥିଲୁ ମୁଁ କାନ୍ଦିଲେ... 
            ତୋ ବିନା ବି ହସି ଖେଳି ରହିଯିବି... 
ବାସ ଏକା ଏକା ତୋ ସ୍ମୃତି ସାଥେ,  
             ବାଟ ଚାଲୁଥିବି...  ବାଟ ଚାଲୁଥିବି...

©Baisakhi Mohanty ଏକା ଏକା ତୋ ବିନା ❣️...
#Jiban 

#WalkingInWoods
ଆଖିରୁ ଝରୁଥିବା ପ୍ରତିଟି ବୁନ୍ଦା ଲୁହ... 
ମନରେ ସୃଷ୍ଟି ହେଉଥିବା ପ୍ରତି ମୁହୂର୍ତ୍ତର କୋହ... 
ହୃଦୟର ପ୍ରତିଟି ସ୍ପନ୍ଦନ... 
ଜୀବନ ପାଇଁ ଲୋଡ଼ା ପ୍ରତିଟି ଶ୍ଵସନ... 
ଶରୀରର ପ୍ରତିଟି ଶିରା-ପ୍ରଶିରା... 
ପ୍ରତିଟି ଜିନିଷ ଯାହା ମୋ ସହ ଯୋଡ଼ା... 
ସବୁ ବୋଧେ ତୋ ପ୍ରେମର ମୋହରା... 
ସବୁ ଲାଗେ ଫିକା, 
           ମନ ଲାଗେ ଏକା... 
ତୁ ନଥିଲେ ମୋ ପାଖେ, 
           ତୋ ସ୍ମୃତି ଯେ ମୋ ସଖା... 
ତୋ ବିନା ଲାଗେ ମୁଁ ଅଧୁରା, 
            ତୁ ଏକା ମୋ ଜୀବନର ସାହାରା...
ତୁ ଯିବା ପରେ ଭାଙ୍ଗି ଯିବିନି ମୁଁ,
           ତୋ ବିନା ବଞ୍ଚିବା ଶିଖିଯିବି... 
ତୋତେ କଷ୍ଟ ହୁଏ କହୁଥିଲୁ ମୁଁ କାନ୍ଦିଲେ... 
            ତୋ ବିନା ବି ହସି ଖେଳି ରହିଯିବି... 
ବାସ ଏକା ଏକା ତୋ ସ୍ମୃତି ସାଥେ,  
             ବାଟ ଚାଲୁଥିବି...  ବାଟ ଚାଲୁଥିବି...

©Baisakhi Mohanty ଏକା ଏକା ତୋ ବିନା ❣️...
#Jiban 

#WalkingInWoods