Nojoto: Largest Storytelling Platform

ତୁମ "ନାଁ" ଭିତରର ଲାଜେଇ "ହଁ" କୁ ପଢ଼ିବାରେ ଥିଲି ମୁଁ ଅକ

ତୁମ "ନାଁ" ଭିତରର ଲାଜେଇ "ହଁ" କୁ
ପଢ଼ିବାରେ ଥିଲି ମୁଁ ଅକ୍ଷମ।
ଜଳୁଛି ଯଦି ଏକା କିଆଁ ଜଳୁଛ
ଚାଲ "ଚିରି" ଫୋପାଡ଼ି ଦେବା
ଆମ ପ୍ରଥମ "ପ୍ରେମ" ।। #କାବ୍ୟତାରା 
#ରଜମଉଜ୨ 
#ରଜମୁକାବିଲା 
#ରଜପାଲା 
#yqbhaina 
#କାବ୍ୟତାରା
 #YourQuoteAndMine
Collaborating with Adyasha Priyadarshini D
ତୁମ "ନାଁ" ଭିତରର ଲାଜେଇ "ହଁ" କୁ
ପଢ଼ିବାରେ ଥିଲି ମୁଁ ଅକ୍ଷମ।
ଜଳୁଛି ଯଦି ଏକା କିଆଁ ଜଳୁଛ
ଚାଲ "ଚିରି" ଫୋପାଡ଼ି ଦେବା
ଆମ ପ୍ରଥମ "ପ୍ରେମ" ।। #କାବ୍ୟତାରା 
#ରଜମଉଜ୨ 
#ରଜମୁକାବିଲା 
#ରଜପାଲା 
#yqbhaina 
#କାବ୍ୟତାରା
 #YourQuoteAndMine
Collaborating with Adyasha Priyadarshini D