Nojoto: Largest Storytelling Platform

#FourLinePoetry ନିରିହତା ଆଜି ନିରବି ଯାଇଛି, ହେଇ ପ୍ରତି

#FourLinePoetry ନିରିହତା ଆଜି ନିରବି ଯାଇଛି, ହେଇ ପ୍ରତି କ୍ଷଣେ ବଦ୍ଧ,
ସତ୍ୟତା ଯାଇଛି ଝାଉଁଳି, ନିଜକୁ କରି ପାରୁନାହିଁ ସିଦ୍ଧ,
ହେଇଯାଏ ଶ୍ୱାସ ରୁଦ୍ଧ;
କିଏସେ ନିଜର କିଏ ପର ଏଠି ଚାଲିଛି ଶୀତଳ ଯୁଦ୍ଧ ।
@suvam@

©Saipada Brajamohan
  #ଶୀତଳଯୁଦ୍ଧ #odia #poem 

#fourlinepoetry