ଚାଲି ଚଲନ୍ ଦେଖି ମୁନୁଷ୍ କେ ମୁନୁଷ୍ ଭିତରେ ଗନ୍ ଉପରେ ହସି ଦେଇକରି କେଭେଁ ନାଇଁ ଫୁଲାବ ମନ୍ ଦେଖି ଚାହିଁ କରି ଥିବୁ ଇନ ନେହେଲେ କେନ୍ତା କରି ଜୀଁବୁ ସାଙ୍ଗ୍ ଦେବେ ତୋର୍ ଛାଡ଼ି ଇନ ଯାହାର୍ ଲାଗି ତୁଇଁ ଲଢବୁ ନିଜର୍ ଲୋକ୍ ଯେତେବେଲେଁ ବଦଲେଇ ଦେବେ ରଙ୍ଗ୍ ପରର୍ ଲୋକ୍ ସାଙ୍ଗେ ତୁଇଁ କାଏଁ ଲାଜେ ଗାଳି ଲାଗବୁ ନାଇଁ ଭାଙ୍ଗବୁ ମନ୍ କେ ଯଦି କିଏ ବିନା ଦୋଷେଁ ଦୋଷ୍ ଦେଲେ ଭଗବାନ୍ ଅଛେ ଉପରେ ସବୁ ଦେଖୁଛେ କଲେ କଲେ ସତ୍ କଥା ଇ ଜୀବନ୍ ଥିଁ ସବୁଦିନ ଲଢ଼ି ଲଢ଼ି କରି କିହେ ନାଇଁ ଜାନି ଆମେ କେଭେଁ ଯିମା ଛାଡ଼ି କରି ଭରସା ରଖ୍ ନିଜର୍ ଉପରେ ନାଇଁ ଭାବିକରି ହୀନ୍ ଦୁନିଆ ଝୁକବା ତୋର୍ ଆଗାଡେ ଆସବା ତୋର୍ ବି ଦିନ୍ #sambalpuri #motivation #asba_tor_b_din #nojoto #nojoto_odia