ମୋ ବାପା ବାପା ତୁମେ ମୋର, ସବୁବେଳେ କର ମତେ ଆଦର।। ହାତ ଧରି ଚାଲିବା ଶିଖେଇଲ, କରି ମତେ ଗେଲ।। ଥିଲି ମୁଁ ନିଜର ଥିବି ମୁଁ ନିଜର, କରିବ ନାହିଁ କେବେ ସାତପର।। ସଭିଙ୍କୁ କୁହେ ଝିଅ ମୁଁ ବାପାର, ପରିବାରର ମୁଖିଆ ଆମର।। ଆଖି ପଲକରେ ରଖିଛ ସଜାଇ, ଅଶ୍ରୁର ସାଗରରେ କିଏ ନେବ ମତେ ଭସାଇ ।। ମୋର ବାପା ମୋର ଜୀବନ, ମତେ ନେଇ ଦେଖ ତୁମେ କେତେ ଯେ ସପନ।। ପୂରା କରିବି ମୁଁ ଲକ୍ଷ୍ଯ ତୁମର, ଝିଅ ମୁଁ ତୁମ ଆଖି ପଲକର।। Rajeswari #secondquote father's day ke liye ek achisi odia kavita #yqodiawriting #yqodiapoet #yqodia #yqodiapoetry #yqodiakabita #yqodiawriting