Nojoto: Largest Storytelling Platform

ନିବେଦନ ର ନୈବେଦ୍ୟ ବେଳ🌹

ନିବେଦନ ର ନୈବେଦ୍ୟ ବେଳ🌹
                             ହେଲାଣି ଲୋ ସଖି🌹,
କାଠଯୋଡ଼ି ନ‌ଈ ତୁଠ ଟା ଝୁରୁଛି🌹
                ଯ‌ଉଠି ହସୁଥିଲୁ ତୁ ହଳଦୀ ମାଖି🌹।।
ଅପେକ୍ଷା ର ଅଧୈର୍ଯ୍ୟ ବେଳାଭୂମିରେ🌹
                 ଆଜି ପୁରୁଣା ପାଲଟଣା ତରି🌹,
ହାରିବାର ଭୟରେ ଆଜି ହିରୋସୀମା ରେ ଅନେକ🌹
            ପରମାଣୁ କେମିତି କହ ପାରିବି ନିସ୍ତରି🌹।।
           ବସ୍ ଟା ଏବେ ଦୁର୍ଘଟଣା ରୁ ବର୍ତ୍ତିଯାଇ ବାଦାମବାଡ଼ି ରେ ପହଞ୍ଚି ଗଲାଣି।
🌹🌹🌹🌹🌹🌹🌹🌹🌹
#ନିବେଦନ 
#happy_propose_day 
#yqbhaina 
#yqodia 
#munodia
ନିବେଦନ ର ନୈବେଦ୍ୟ ବେଳ🌹
                             ହେଲାଣି ଲୋ ସଖି🌹,
କାଠଯୋଡ଼ି ନ‌ଈ ତୁଠ ଟା ଝୁରୁଛି🌹
                ଯ‌ଉଠି ହସୁଥିଲୁ ତୁ ହଳଦୀ ମାଖି🌹।।
ଅପେକ୍ଷା ର ଅଧୈର୍ଯ୍ୟ ବେଳାଭୂମିରେ🌹
                 ଆଜି ପୁରୁଣା ପାଲଟଣା ତରି🌹,
ହାରିବାର ଭୟରେ ଆଜି ହିରୋସୀମା ରେ ଅନେକ🌹
            ପରମାଣୁ କେମିତି କହ ପାରିବି ନିସ୍ତରି🌹।।
           ବସ୍ ଟା ଏବେ ଦୁର୍ଘଟଣା ରୁ ବର୍ତ୍ତିଯାଇ ବାଦାମବାଡ଼ି ରେ ପହଞ୍ଚି ଗଲାଣି।
🌹🌹🌹🌹🌹🌹🌹🌹🌹
#ନିବେଦନ 
#happy_propose_day 
#yqbhaina 
#yqodia 
#munodia