ଆମେ ଭାବୁଛେ ଏ ଦୁନିଆରେ ଆମ ଠୁ ଦୁଃଖୀ କେହି ନୁହେଁ , ହେଲେ ଯାହା ପାଖରେ ରହିବାକୁ ଘର ଆଉ ଦୁଇ ଓଳା ଖାଇବାକୁ ନାହିଁ ଆମେ କ'ଣ ତାଙ୍କ ଠୁ ସୁଖୀ ନୁହେଁ?? #yqodia #yqbhainaa #ସୁଖ_ଓ_ଦୁଃଖ