Nojoto: Largest Storytelling Platform

ତୁମେ କଣ ଜାଣିଥିଲ ****************** ତୁମେ କଣ ଜାଣିଥି

ତୁମେ କଣ ଜାଣିଥିଲ 
******************
ତୁମେ କଣ ଜାଣିଥିଲ 
ଆଜି ସନ୍ଧ୍ୟାରେ ମେଘ ବରଷିବ ବୋଲି?
ତୁମେ କଣ ଜାଣିଥିଲ, ତୁମେ ଯେଉଁ ରାସ୍ତାରେ ଯିବ,
ସେଇ ରାସ୍ତାରେ ମୁଁ ଆସୁଥିବି ବୋଲି?
ତୁମେ ଅବା ଜାଣିଥିଲ ଯେତେବେଳେ,
ଆମ ଚାରି ଆଖିର ମିଳନ ହେବ,
ଠିକ ସେତିକିବେଳେ ବିଜୁଳି ମାରିବ?
ବିଜୁଳିର ଚକମକ ଆଲୁଅ କୁ ଡରି 
ତୁମେ ମୋତେ କୁଣ୍ଢେଇ ଧରିବ,
ଆଉ ଅଜାଣତେ 
ଆମର ପ୍ରେମ ହୋଇଯିବ।।
*******--

©Subrat Kanungo #chai
ତୁମେ କଣ ଜାଣିଥିଲ 
******************
ତୁମେ କଣ ଜାଣିଥିଲ 
ଆଜି ସନ୍ଧ୍ୟାରେ ମେଘ ବରଷିବ ବୋଲି?
ତୁମେ କଣ ଜାଣିଥିଲ, ତୁମେ ଯେଉଁ ରାସ୍ତାରେ ଯିବ,
ସେଇ ରାସ୍ତାରେ ମୁଁ ଆସୁଥିବି ବୋଲି?
ତୁମେ ଅବା ଜାଣିଥିଲ ଯେତେବେଳେ,
ଆମ ଚାରି ଆଖିର ମିଳନ ହେବ,
ଠିକ ସେତିକିବେଳେ ବିଜୁଳି ମାରିବ?
ବିଜୁଳିର ଚକମକ ଆଲୁଅ କୁ ଡରି 
ତୁମେ ମୋତେ କୁଣ୍ଢେଇ ଧରିବ,
ଆଉ ଅଜାଣତେ 
ଆମର ପ୍ରେମ ହୋଇଯିବ।।
*******--

©Subrat Kanungo #chai