ପ୍ରଶ୍ନ - ଅନ୍ଧାର ଯଦି କାଳର ସାଥି । ଭଗବାନ କାହିଁକି ତାକୁ ପ୍ରଦାନ କଲେ? ଉତ୍ତର- ପ୍ରତ୍ୟେକ ଟି ଜିନିଷ ର ବିରୋଧ ବା ବିରୋଧୀ ଟିଏ ଦରକାର । ତେବେ ଯାଇ ଜୀବନ ସଫଳ ହେବ । ଅନ୍ଧାର ହେଉଛି ଆଲୋକ ର ପ୍ରତିପକ୍ଷ।ସନ୍ତୁଳନ ବା ଭାରସାମ୍ୟ ରକ୍ଷା କରିବା ନିମନ୍ତେ ପ୍ରତିପକ୍ଷର ଆବଶ୍ୟକତା ଥାଏ । ଅନ୍ଧାର ଓ ଆଲୋକ ବ୍ୟକ୍ତିଗତ ଭାବରେ ବିପରୀତ ଓ ଅସଂପୂର୍ଣ୍ଣ ମଧ୍ୟ କିନ୍ତୁ ଦୁହେଁ ଦୁହିଁଙ୍କୁ ସଂପନ୍ନ କରିଥାନ୍ତି, ଯେମିତି କି ୟିନ-ୟାଙ୍ଗ । ଆଉ ରହିଲା କଥା ଭଗବାନଙ୍କ ଦେବା ର "ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । Benu Gopal Mohanta ଙ୍କ ପ୍ରଶ୍ନ ର ଉତ୍ତର ।ଆଶା କରେ ମନକୁ ପାଇବ ।🙏 #ନର୍ମଦା #ସମସ୍ୟାସମାଧାନ #ରଜମଉଜ୨ #yqbhaina