Nojoto: Largest Storytelling Platform
managobindamudul9644
  • 272Stories
  • 13Followers
  • 2.0KLove
    40Views

Managobinda Muduli

poet..

  • Popular
  • Latest
  • Video
18556a3f60ceb7357ac341662896ff88

Managobinda Muduli

ଏମିତି କୋଉ ରାତି ଅଛି କହ...
ଯୋଉ ଦିନ...
ମୁଁ ତୋ ସହ କଥା ନ ହେଇ ଶୋଇପଡିଛି।
ଶାନ୍ତି ରେ...
ଖୁସିରେ...
ସେଇଟା ତୁ କ'ଣ ବୁଝିବୁ।
କଷ୍ଟ ଯାହାକୁ ହୁଏ । ସେ ସିନା ଅନ୍ଯର କଷ୍ଟଟା କୁ ବୁଝିପାରେ।ତୁ ବା କେମିତି ବୁଝିବୁ।

©Managobinda Muduli
18556a3f60ceb7357ac341662896ff88

Managobinda Muduli

ମତେ କେବେବି ତୋ ସ୍ଵାର୍ଥପର ନିକିତି ରେ ତୁଲିବାକୁ ଚେଷ୍ଟା କରିବୁନି। ମୁଁ ତୋ ପରି ଜମା ନୁହେଁ।
ମନ ହେଲେ ଭଲପାଇବି।ମନ ନହେଲେ,ଭୁଲିଯିବି।

©Managobinda Muduli quartet love

quartet love #ଶାୟାରି

18556a3f60ceb7357ac341662896ff88

Managobinda Muduli

ମୁଁ ଯଦି ତାକୁ କାଲି ମୋ ହୃଦୟ ରେ ରହିବାକୁ ଅନୁମତି ନ ଦେଇ ଥାନ୍ତି। କୁଆଡୁ ସେ ଆଜି ମୋ ହୃଦୟ ଭାଙ୍ଗି ଚାଲିଯାଇଥାନ୍ତା। ଭୁଲ୍ ମୋର।ତାର ନୁହେଁ।

©Managobinda Muduli
18556a3f60ceb7357ac341662896ff88

Managobinda Muduli

ମୁଁ ସିନା ତାକୁ ଅନୁମତି ଦେଲି ବୋଲି...
ସେ ମୋ ହୃଦୟ ରେ ରହିଲା।
ରହିଲା ବୋଲିତ ....
ମୋ ହୃଦୟ ଭାଙ୍ଗି ଚାଲିଗଲା।

©Managobinda Muduli #alone
18556a3f60ceb7357ac341662896ff88

Managobinda Muduli

ପ୍ରିୟତମା
~~~~~~~~~~~
ତୁ ତୀର୍ଥ
ତୁ ତର୍ପଣ
ତୁ ମୃତ୍ୟୁ
ତୁ ନିର୍ବାଣ..!!

©Managobinda Muduli
18556a3f60ceb7357ac341662896ff88

Managobinda Muduli

ଭଲପାଇବାର କାହାଣୀ..
ମୁଁ ଆରମ୍ଭ କରିଥିଲି।
ହେଲେ,ତାକୁ ..
ତୁ ଶେଷ କରିଦେଲୁ।
ତୋ ନିଜର ଅହଂକାର ପାଇଁ।
😔

©Managobinda Muduli
18556a3f60ceb7357ac341662896ff88

Managobinda Muduli

ମିଛ ହେଉପଛେ..!
ତୋର ସେ ମିଛ ଭଲପାଇବା ରେ ମୁଁ ବଞ୍ଚିଯାଇଥାନ୍ତି ବହୁତ ଦିନ। ହେଲେ,ସେତକ ବି ତୁ ଚାହିଁଲୁନୁ। ସବୁକିଛି ପରିଷ୍କାର କରି ଦେଲୁ...!
ଆଉ ବଞ୍ଚିବି କାହା ପାଇଁ...?
ତୁ କହ।

©Managobinda Muduli #Shadow
18556a3f60ceb7357ac341662896ff88

Managobinda Muduli

କେତେ ସହଜରେ ତୋ ହୃଦୟ ର ଅସହଜ କଥାଗୁଡା କହି ଚାଲିଗଲୁ।
ଥରେତ ସାମ୍ନା ବାଲାର ହୃଦୟ,ମନରେ କ'ଣ ବିତିବ ଭାବିଲୁନି କି ବୁଝିଲୁନୁ।
ବେସ୍ ଭଲ କରିଛୁ....ତୁ
ତତେ ବେଶି ଭଲପାଇବାର ସୁନ୍ଦର ପୁରସ୍କାର ଦେଇଛୁ ତୁ ମତେ। କାହିଁକି ନାଁ ତୁ ତ ମତେ ଭଲପାଇନଥିଲୁ ନାଁ।
ଯଦି ଏତେ ଟିକେ ବି ପାଇଥାନ୍ତୁ ତ
ଏତେଟା ସ୍ୱାର୍ଥପର କେବେ ହେଇନଥାନ୍ତୁ।
ତଥାପି, ଭଗବାନ ତତେ ଭଲରେ ରଖନ୍ତୁ।

©Managobinda Muduli #lonely
18556a3f60ceb7357ac341662896ff88

Managobinda Muduli

ଯନ୍ତ୍ରଣା ଗଳିରେ ସିନା ଘର କରିଥିଲେ ସେ ମୋ ଯନ୍ତ୍ରଣା ର ମୂଲ୍ୟ ବୁଝି ପାରିଥାନ୍ତା।
ଭଲପାଇଥିଲେ ସିନା କାହାକୁ ଭଲପାଇବାର ମୂଲ ଜାଣିପାରିଥାନ୍ତା।

©Managobinda Muduli #Death
18556a3f60ceb7357ac341662896ff88

Managobinda Muduli

କୁନିଚଢେଇ(ଗଳ୍ପ)
~~~~~~~~~~~~~~
ମନଭାଙ୍ଗିଗଲେ ଖପରା କାତିଲୋ।ଖପରା ଭାଙ୍ଗିଲେ ଗୋଡି।
ଗୋଟେ ଗଛରେ ଚଢେଇଟେ ରହୁଥିଲା । ବହୁତ୍ ଖୁସିରେ ସେ ଗଛରଡାଳରେ ଖେଳି,ବୁଲି ତାର ଦିନ କଟିଯାଉଥିଲା। ଦିନେ ସେ ଚଢ଼େଇ ବହୁତ୍ ଦୂରକୁ ଖାଦ୍ଯ ପାଇଁ ଯାଇଥିଲା ହେରି।ସେ ଫେରି ଦେଖେତ ଗଛଟା କିଏ ହାଣିଦେଇଛି।
ସେ ଚଢ଼େଇ ବହୁତ୍ ମନଦୁଃଖ କଲା।ଦୁଇ ଚାରି ଦିନ ସେ ଗଛ ପାଖରେ ବସିଲା ,ବୁଲିଲା ଆଉ ମନକୁ ବୁଝେଇ ଦେଲା ଯେ ,ଗଛଟା ହଣାହେଇଯାଇଛି।ତାପରେ ସେ ସେଠାରୁ ଉଡିଗଲା ଯେ,ଆଉ ଥରେ ହେଲେବି ଫେରିଲାନି।
କାହିଁକି ନାଁ....
ତା ମନଟା ଭାଙ୍ଗିଯାଇଥିଲା।
ଭଙ୍ଗା ମନ ନେଇ କେମିତି କୁଆଡେ ଯିବ ସେ।

©Managobinda Muduli #Ray
loader
Home
Explore
Events
Notification
Profile