Nojoto: Largest Storytelling Platform
ppinash3868
  • 2Stories
  • 14Followers
  • 16Love
    199Views

naam jankar kya karoge??

  • Popular
  • Latest
  • Video
2a7ecc263732c642920b170bb9370f96

naam jankar kya karoge??

କଥାରେ ଅଛି କିଛି କରିବା କିମ୍ବା କହିବା ପୂର୍ବରୁ ନିଜ ହ୍ରୁଦୟର କଥା ଶୁଣିବା ଉଚିତ୍ , ମୁଁ ମଧ୍ୟ ସେୟା କଲି l ଦିନେ ମୁଁ ମୋ ହ୍ରୁଦୟକୁ ପଚାରିଲି ରେ ହ୍ରୁଦୟ ମୋତେ ଭୋକ ହେଉଛି କିନ୍ତୁ ଖାଇବାକୁ ଭଲ ଲାଗୁନି ,ନିଦ ହଉଛି କିନ୍ତୁ ଶୋଇବାକୁ ମନ ଲାଗୁନି, ଗହଳି ମଝିରେ ଥାଇ ଗୁମ୍ ଷୁମ୍ ରହିବାକୁ ଇଛା ହଉଛି ଏହା କଣ ପ୍ରେମ ??😞☺ ମୋ ହ୍ରୁଦୟ ଉତ୍ତର ଦେଲା ରେ ନର୍ବୋଦ୍ଧ ଖରା ଦିନ  ଆସିଲେ ଗରମ ରେ ଏମିତି ହିଁ ହୁଏ l

©PPINASH
2a7ecc263732c642920b170bb9370f96

naam jankar kya karoge??

ମୋର କିଛି ସମସ୍ୟା ଅଛି କିନ୍ତୁ ସମାଧାନର ରାସ୍ତା ପାଉନାହିଁ  l  
ମୁଁ ଯାହାକୁ ପସନ୍ଦ କରୁଛି ସେ PROPOSE କରୁନି, ଆଉ ଯିଏ ମୋତେ PROPOSE କରୁଛି ସେ ପସନ୍ଦ ଆସୁନି l

©PPINASH
  PROBLEM IN MY LIFE

PROBLEM IN MY LIFE #ପ୍ରେମ


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile