Nojoto: Largest Storytelling Platform
kabitanayak6168
  • 8Stories
  • 0Followers
  • 41Love
    173Views

Kabita Nayak

simple ODIA girl with different thought believe in Karma 🙏 love for all❤️ JAY JAGANNATH 🙌

  • Popular
  • Latest
  • Video
3f095fad5ad008ef7c6284889ff5a89b

Kabita Nayak

#JayJagannath
3f095fad5ad008ef7c6284889ff5a89b

Kabita Nayak

ଛୋଟ ଛୋଟ କଥା ରେ ଖୁସିରେ ରହିବା ଝିଅ ଟେ ମୁଁ,...ବୋଧେ ସେଥିପାଇଁ ବଡ ବଡ ଦୁଃଖ କୁ ବି ହସିକି ସହିଯାଉଛି।🙂 

ନିଜ ଛଡା..ନିଜ ଦୁଃଖ କାହା ଆଗରେ କହିପାରେନି, କାରଣ ଏଠି ଦୁଃଖ ଶୁଣି ସାଥ୍ ଦବା ଲୋକ କମ୍ କିନ୍ତୁ ଚୁଗୁଲି..ଥଟା, ପରିହାସ କରିବା ଲୋକେ ଅଧିକ।😒  କହିବି କାହିଁକି..ଶୁଣିବି କାହିଁକି ।😕 

ନିଜେ strong ବୋଲି ମିଛ ରେ ଦେଖେଇହବା ଛଡା ଆଉ କିଛି ବାଟ ନଥାଏ । ନହଲେ ଏ ସମାଜ ରେ ..କମଜୋର ଭାବି ଥଟା ପରିହାସ କରିବା, ଅସମ୍ନାନ କରିବା, ନିଚ ଦେଖେଇବା ଆରମ୍ଭ କରିଦେବେ ।😔 

କଥା ରେ ଅଛି ଭଲ ଲୋକଙ୍କ ସହ ବନ୍ଧୁ ବାନ୍ଧିବା ଲାଭଦାୟକ କିନ୍ତୁ ଆମ ଚତୁର୍ପାଶ୍ବ ରେ ୧୦ ଜଣ ଙ୍କ ମଧ୍ୟ୍ୟ ରୁ ୮ ଜଣ ବେଇମାନ...୨ଜଣ ଭଲ....ହେଲେ କୋଉ ୨ଜଣ ଭଲ, ସେଇଟ ମୁଁ ଜାଣିନି😔

ଏବେ ସେଇ ମୋଢ ରେ ଆସି ଠିଆ ହେଇଛି...ଯୋଉଠି ଜୀବନ ମତେ ହରେଇବାକୁ ଚାହୁଁଛି... କିନ୍ତୁ...ମୁଁ .....ହାରିବିନି । 😌 

🙏Jay Jagannath🙏

©Kabita Nayak
  #kabita #odia #heartbroken💔feel

#kabita #odia heartbroken💔feel #Motivational

3f095fad5ad008ef7c6284889ff5a89b

Kabita Nayak

Mithi boli sabko bolna
kyunki agar wo aapki kadwa bol sehen karke khuda ko keh diya na
keher aa jayega.
 🙌JAY JAGANNATH 🙌

©Kabita Nayak
3f095fad5ad008ef7c6284889ff5a89b

Kabita Nayak

ନଦୀ ର ପାଣି ମିଠା କାରଣ ସେ ତ୍ୟାଗ କରି ଚାଲେ।
ସେହିପରି ସମୁଦ୍ର ର ପାଣି ଲୁଣି କାରଣ ସେ ସନ୍ଗ୍ରହ କରି ଚାଲେ।
ସେହିପରି ଜୀବନ ହସ, ଖୁସି ବାଣ୍ଟିଚାଲ ଜୀବନ ମଧୁର ହେଇଯିବ।
ଅନ୍ୟଠାରୁ ଆଶା, ସହାନୁଭୂତି ସନ୍ଗ୍ରହ କରିବ ତ ମନ ଲୁଣିଆ ହେଇଯିବ।
ଜୟ ଜଗନ୍ନାଥ 🙏

©Kabita Nayak #Nojoto #odia
3f095fad5ad008ef7c6284889ff5a89b

Kabita Nayak

3f095fad5ad008ef7c6284889ff5a89b

Kabita Nayak

ଜୟ ଜଗନ୍ନାଥ 🙏

©Kabita Nayak
  #nojato #odia #Opinion
3f095fad5ad008ef7c6284889ff5a89b

Kabita Nayak

ଯଦି ବାପା ର ଧୋତି ଫାଟିଯାଇଛି।
ତ ତାଙ୍କ ପିଲା ବ୍ରାଣ୍ଡେଡ୍ କପଡ଼ା ପିନ୍ଧିବାର କୌଣସି ଲାଭ ନାହିଁ।
ବୁଝିବା ଲୋକ ବୁଝିବେ ଏହାର ମର୍ମ।
ଜୟ ଜଗନ୍ନାଥ 🙏

©Kabita Nayak #Thoughts

Thoughts #Motivational

3f095fad5ad008ef7c6284889ff5a89b

Kabita Nayak

ଲତା ଗଛର ସାହାଯ୍ୟରେ ବଢ଼ିଥାଏ।
ଦୁଇ ପ୍ରକାର ଲତା ଥାଏ ଗୋଟିଏ ଗଛର ସାହାଯ୍ୟରେ ବଢ଼ି ଫୁଲ ଦେଇ ନିଜେ ସୁନ୍ଦର ଲାଗେ ଓ ଗଛକୁ ବି ସୁନ୍ଦର କରାଏ।
ଆଉ ଗୋଟିଏ ଲତା ଗଛର ସାହାଯ୍ୟରେ ବଢ଼ିଥାଏ କିନ୍ତୁ ଏହାର ପ୍ରାଣଶକ୍ତି ଶୋଷିଲା ପରେ ନିଜେ ବି ସୁଖି ଯାଏ।
ତେଣୁ ଜାଣିରଖ ଯଦି କେହି ସବୁବେଳେ ତୁମ ସମ୍ବଳ ହୁଏ ସବୁବେଳେ ସାହାଯ୍ୟ ମନଭାବ ରଖେ ତାଙ୍କ ସହିତ ଛଳନା କଲେ ତୁମ ପତନ ସୁନିଶ୍ଚିତ।
ଜୟ ଜଗନ୍ନାଥ 🙏

©Kabita Nayak
  #odia


About Nojoto   |   Team Nojoto   |   Contact Us
Creator Monetization   |   Creator Academy   |  Get Famous & Awards   |   Leaderboard
Terms & Conditions  |  Privacy Policy   |  Purchase & Payment Policy   |  Guidelines   |  DMCA Policy   |  Directory   |  Bug Bounty Program
© NJT Network Private Limited

Follow us on social media:

For Best Experience, Download Nojoto

Home
Explore
Events
Notification
Profile