Nojoto: Largest Storytelling Platform
abpoetry4520
  • 117Stories
  • 21Followers
  • 882Love
    9Views

abpoetry

Nursing officer Poet writer social activist

  • Popular
  • Latest
  • Video
4254b60ff52ed58d4ddc6078fdbc3cb4

abpoetry

Jarooratein adhuri hain
Tum khwaish puch rahe ho
Jimedari kandhopar
Tum bhagidari khoj rahe ho
Jab naseeb hi bad naseeb hai
to kismat ab kya kare
bandh lo kafan sar par
maut dare ya kismat mare.

4254b60ff52ed58d4ddc6078fdbc3cb4

abpoetry

ଶାନ୍ତ ସାଗର ଅଶାନ୍ତ ହେବାକୁ
ଅନୁମତି କେବେ ଲୋଡ଼େନା
ପର କାଟିଦେଲେ ଚଢେଇ ଡେଣାରୁ
ଚାହିଁଲେ ବି ଉଡି ପାରେନା।
ନିଜକୁ ଦୂରେଇ ଦୁନିଆ ଆଖିରୁ
ଲୁଚି ଲୁଚି ବଞ୍ଚି ହୁଏନା
ନିଜ ଯେବେ ଦିଏ ହୃଦୟ ଯାତନା
କାହାକୁ ବି କହି ହୁଏନା।।

ସ୍ରୋତଶ୍ୱିନୀ ନିଜ ପଥର ପଥିକ
କାହା ପଥ କେବେ ଲୋଡ଼େନା
ରାଗ ସର ସର ଗର୍ଜିଲା ଉତ୍ତାଳ
ପରିସୀମା ଲଙ୍ଘି ପାରେନା।
ଦୁନିଆ ଆଖିରେ ନିଜକୁ ଦେଖିଲେ
ନିଜକୁ ଚିନ୍ହି ହୁଏନା
ଯେତେ ବି ପୋଛିଲେ ମନ ଧ୍ୟାନ ଦେଇ
କଲଙ୍କର ଦାଗ ଛାଡେନା।।

ରବିର କିରଣ ସକଳ କାରଣ
ଅବହେଳା କେବେ କରେନା
ଆମ୍ବୁଦ ମାଳର ସକଳ ଉଦ୍ୟମ
କିରଣକୁ ରୋକି ପାରେନା।
ବୃନ୍ତଚ୍ୟୁତ ପରେ ମଳିନ କୁସୁମ
ନିଜକୁ ବଞ୍ଚେଇ ପାରେନା
ସ୍ୱାର୍ଥର ସେତୁରେ ସମ୍ପର୍କ ଯୋଡିଲେ
ବେସିଦିନ ତିଷ୍ଠି ପାରେନା।।

4254b60ff52ed58d4ddc6078fdbc3cb4

abpoetry

ଆଲୋକର ଉପସ୍ଥିତି 
ଅନ୍ଧାରର କୌଣସି ମାଇନେ ରଖେନି
ମାତ୍ର ତୋ ଅନୁପସ୍ଥିତି 
ମୋ ପାଇଁ ଏକ ଅଭିଶାପ।। ଆଲୋକର ଉପସ୍ଥିତି 
ଅନ୍ଧାରର କୌଣସି ମାଇନେ ରଖେନି
ମାତ୍ର ତୋ ଅନୁପସ୍ଥିତି 
ମୋ ପାଇଁ ଏକ ଅଭିଶାପ।।

ଆଲୋକର ଉପସ୍ଥିତି ଅନ୍ଧାରର କୌଣସି ମାଇନେ ରଖେନି ମାତ୍ର ତୋ ଅନୁପସ୍ଥିତି ମୋ ପାଇଁ ଏକ ଅଭିଶାପ।। #thought

4254b60ff52ed58d4ddc6078fdbc3cb4

abpoetry

ଅଶାନ୍ତ ହୃଦୟ ନେଇ
ଏକାନ୍ତ ଜୀବନ କାଟିବା 
ତୁମ ପାଇଁ ଯନ୍ତ୍ରଣା ଦାୟକ ହୋଇପାରେ
ହେଲେ ମୋ ପାଇଁ ତ ଏବେ ମୋ ଏକାନ୍ତ 
ମୋ ଜୀଇଁବାର ସାହାରା ପାଲଟି ଯାଇଛି। ଅଶାନ୍ତ ହୃଦୟ ନେଇ
ଏକାନ୍ତ ଜୀବନ କାଟିବା 
ତୁମ ପାଇଁ ଯନ୍ତ୍ରଣା ଦାୟକ ହୋଇପାରେ
ହେଲେ ମୋ ପାଇଁ ତ ଏବେ ମୋ ଏକାନ୍ତ 
ମୋ ଜୀଇଁବାର ସାହାରା ପାଲଟି ଯାଇଛି।

ଅଶାନ୍ତ ହୃଦୟ ନେଇ ଏକାନ୍ତ ଜୀବନ କାଟିବା ତୁମ ପାଇଁ ଯନ୍ତ୍ରଣା ଦାୟକ ହୋଇପାରେ ହେଲେ ମୋ ପାଇଁ ତ ଏବେ ମୋ ଏକାନ୍ତ ମୋ ଜୀଇଁବାର ସାହାରା ପାଲଟି ଯାଇଛି। #thought

4254b60ff52ed58d4ddc6078fdbc3cb4

abpoetry

ମୋ ଉଷ୍ମ ଅଶ୍ରୁର ସ୍ପର୍ଶ
ତୁମେ ଅନୁଭବ କରିବା ଆଗରୁ
 ମୋ ଶରୀର ଶୀତଳ ପଡି ସାରିଥିବ।
ମୋ ନିଃଶ୍ୱାସର ଶବ୍ଦ 
ତୁମେ ଶୁଣିବା ଆଗରୁ
ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇସାରିଥିବ।
ହେଲେ ମୋ ବିରହ ନୟନ 
ତୁମକୁ ଶେଷଥର ଭେଟିବାକୁ ନିଶ୍ଚେ ଚାହିଁଥିବ।। ମୋ ଉଷ୍ମ ଅଶ୍ରୁର ସ୍ପର୍ଶ
ତୁମେ ଅନୁଭବ କରିବା ଆଗରୁ
 ମୋ ଶରୀର ଶୀତଳ ପଡି ସାରିଥିବ।
ମୋ ନିଃଶ୍ୱାସର ଶବ୍ଦ 
ତୁମେ ଶୁଣିବା ଆଗରୁ
ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇସାରିଥିବ।
ହେଲେ ମୋ ବିରହ ନୟନ 
ତୁମକୁ ଶେଷଥର ଭେଟିବାକୁ ନିଶ୍ଚେ ଚାହିଁଥିବ।।

ମୋ ଉଷ୍ମ ଅଶ୍ରୁର ସ୍ପର୍ଶ ତୁମେ ଅନୁଭବ କରିବା ଆଗରୁ ମୋ ଶରୀର ଶୀତଳ ପଡି ସାରିଥିବ। ମୋ ନିଃଶ୍ୱାସର ଶବ୍ଦ ତୁମେ ଶୁଣିବା ଆଗରୁ ମୋ ହୃଦୟ ସ୍ପନ୍ଦନ ବନ୍ଦ ହୋଇସାରିଥିବ। ହେଲେ ମୋ ବିରହ ନୟନ ତୁମକୁ ଶେଷଥର ଭେଟିବାକୁ ନିଶ୍ଚେ ଚାହିଁଥିବ।। #thought

4254b60ff52ed58d4ddc6078fdbc3cb4

abpoetry

ଆଲିଙ୍ଗନ କେବଳ ଶରୀରକୁ ନୁହଁ
କେବେ ହୃଦୟକୁ କରି ଦେଖ
ଚୁମ୍ବନ କେବଳ ଓଠକୁ ନୁହଁ
କେବେ ମଥାରେ ଦେଇ ଦେଖ
ମିଳିଯିବେ ହଜାରେ 
ତୁମ ଉପରେ ମରିଲା ବାଲା
ତୁମ ପାଇଁ ମଲାବାଲାକୁ 
କେବେ ନିଜର କରି ଦେଖ।। ଆଲିଙ୍ଗନ କେବଳ ଶରୀରକୁ ନୁହଁ
କେବେ ହୃଦୟକୁ କରି ଦେଖ
ଚୁମ୍ବନ କେବଳ ଓଠକୁ ନୁହଁ
କେବେ ମଥାରେ ଦେଇ ଦେଖ
ମିଳିଯିବେ ହଜାରେ 
ତୁମ ଉପରେ ମରିଲା ବାଲା
ତୁମ ପାଇଁ ମଲାବାଲାକୁ 
କେବେ ନିଜର କରି ଦେଖ।।

ଆଲିଙ୍ଗନ କେବଳ ଶରୀରକୁ ନୁହଁ କେବେ ହୃଦୟକୁ କରି ଦେଖ ଚୁମ୍ବନ କେବଳ ଓଠକୁ ନୁହଁ କେବେ ମଥାରେ ଦେଇ ଦେଖ ମିଳିଯିବେ ହଜାରେ ତୁମ ଉପରେ ମରିଲା ବାଲା ତୁମ ପାଇଁ ମଲାବାଲାକୁ କେବେ ନିଜର କରି ଦେଖ।।

4254b60ff52ed58d4ddc6078fdbc3cb4

abpoetry

ତାଙ୍କୁ ହିଁ କେବଳ ଜଣାଥିଲା
ମୋ ଦୁର୍ବଳତା 
ନହେଲେ ତ ସାରା ଶରୀର ପଡିଥିଲା
କେବଳ ହୃଦୟକୁ ହିଁ କ୍ଷତାକ୍ତ କରିଦେଲେ ଯେ।। ତାଙ୍କୁ ହିଁ କେବଳ ଜଣାଥିଲା
ମୋ ଦୁର୍ବଳତା 
ନହେଲେ ତ ସାରା ଶରୀର ପଡିଥିଲା
କେବଳ ହୃଦୟକୁ ହିଁ କ୍ଷତାକ୍ତ କରିଦେଲେ ଯେ।।

ତାଙ୍କୁ ହିଁ କେବଳ ଜଣାଥିଲା ମୋ ଦୁର୍ବଳତା ନହେଲେ ତ ସାରା ଶରୀର ପଡିଥିଲା କେବଳ ହୃଦୟକୁ ହିଁ କ୍ଷତାକ୍ତ କରିଦେଲେ ଯେ।। #thought

4254b60ff52ed58d4ddc6078fdbc3cb4

abpoetry

ତୁମକୁ ଯଦି ଜନ୍ମ ତୁମ ପ୍ରେମିକା ପରି ଦିଶୁଛି 
ମାଆ ରାଣ ତୁମକୁ ଖାଲି ଆଖି ଦୋଷ ନୁହଁ 
ମୁଣ୍ଡ ଦୋଷ ବି ଟିକେ ଅଛି 😜 । ତୁମକୁ ଯଦି ଜନ୍ମ ତୁମ ପ୍ରେମିକା ପରି ଦିଶୁଛି 
ମାଆ ରାଣ ତୁମକୁ ଖାଲି ଆଖି ଦୋଷ ନୁହଁ 
ମୁଣ୍ଡ ଦୋଷ ବି ଟିକେ ଅଛି 😜 ।

ତୁମକୁ ଯଦି ଜନ୍ମ ତୁମ ପ୍ରେମିକା ପରି ଦିଶୁଛି ମାଆ ରାଣ ତୁମକୁ ଖାଲି ଆଖି ଦୋଷ ନୁହଁ ମୁଣ୍ଡ ଦୋଷ ବି ଟିକେ ଅଛି 😜 । #thought

4254b60ff52ed58d4ddc6078fdbc3cb4

abpoetry

ଯେବେ ନିଜ ଦୁନିଆ ହିଁ ଶତ୍ରୁ ପରି ବ୍ୟବହାର କରେ
ନିଜକୁ ବଞ୍ଚେଇ ରଖିବା ପାଇଁ 
ଗଛର ପତ୍ର ବି କଣ୍ଟାରେ ପରିଣତ ହୋଇଯାଏ
ମୁଁ ତ ବୁଦ୍ଧିମାନ ମଣିଷ! ଯେବେ ନିଜ ଦୁନିଆ ହିଁ ଶତ୍ରୁ ପରି ବ୍ୟବହାର କରେ
ନିଜକୁ ବଞ୍ଚେଇ ରଖିବା ପାଇଁ 
ଗଛର ପତ୍ର ବି କଣ୍ଟାରେ ପରିଣତ ହୋଇଯାଏ
ମୁଁ ତ ବୁଦ୍ଧିମାନ ମଣିଷ!

ଯେବେ ନିଜ ଦୁନିଆ ହିଁ ଶତ୍ରୁ ପରି ବ୍ୟବହାର କରେ ନିଜକୁ ବଞ୍ଚେଇ ରଖିବା ପାଇଁ ଗଛର ପତ୍ର ବି କଣ୍ଟାରେ ପରିଣତ ହୋଇଯାଏ ମୁଁ ତ ବୁଦ୍ଧିମାନ ମଣିଷ! #thought

4254b60ff52ed58d4ddc6078fdbc3cb4

abpoetry

ଯେଉଁମାନେ ସବୁ କଥାରେ 
money does'nt matter କୁହନ୍ତି
actually ସେଇମାନଙ୍କ ପାଇଁ 
money always matter କରିଥାଏ। ଯେଉଁମାନେ ସବୁ କଥାରେ 
money does'nt matter କୁହନ୍ତି
actually ସେଇମାନଙ୍କ ପାଇଁ 
money always matter କରିଥାଏ।

ଯେଉଁମାନେ ସବୁ କଥାରେ money does'nt matter କୁହନ୍ତି actually ସେଇମାନଙ୍କ ପାଇଁ money always matter କରିଥାଏ। #thought

loader
Home
Explore
Events
Notification
Profile