Nojoto: Largest Storytelling Platform
chinmaymishra8652
  • 133Stories
  • 90Followers
  • 1.3KLove
    5.5KViews

Chinmay Kumar Mishra

  • Popular
  • Latest
  • Video
6411576e199cee9c2519079c09731af5

Chinmay Kumar Mishra

White ତା  ସହ ସମ୍ପର୍କ କାଟିଦବା ଅର୍ଥ
ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା 
ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା
ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି  
ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା
ତଥାପି ତା ବଂଚିବା ପାଇଁ  କରିବାକୁ ପଡେ
ତାକୁୁ ମିଛରେ ଭୁଲିବାକୁପଡେ
ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ
ତା ପାଇଁ  ପ୍ରତି ମୁହୁର୍ତରେ ମରେ 
ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ
                     
                      @Dr Chinmay mishra #GoodMorning
6411576e199cee9c2519079c09731af5

Chinmay Kumar Mishra

White कोइ गिला सिकवा नहीं
सिर्फ कुछ दर्द को छिपा के 
घुमते फिरते हैं
                 चिन्मय मिश्रा #engineers_day
6411576e199cee9c2519079c09731af5

Chinmay Kumar Mishra

White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି 
ତମ ଭାଗ ପୃଥିବୀକୁ ପଛ କରିଦେଇଛି
ଆଉ ମୋରଅଧିକାର ଆସିଲା କଉଠୁ 
ଭଲ ମନ୍ଦ ପଚାରି ବୁଝିବାକୁ 
ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ
ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ 
 ଆଖି ଝଲସି ଉଠୁଛି

                      ଚିନ୍ମୟ ମିଶ୍ର #hindi_diwas
6411576e199cee9c2519079c09731af5

Chinmay Kumar Mishra

White वो 
बहुत समझदार हैं
मे
रूठने कि बाहाना ढूढता रहेता हूँ
वो
 एक हि शब्द मे पानी फैला देती है
फिर मेरा ईन्तजार रहता हैं
 कब मेरे सवाल का जबाब न दिया जाता हैं
वो 
आन्धी जैसे आती है
मै 
दरिया हो जाता हूं

                     चिन्मय मिश्रा #love_shayari
6411576e199cee9c2519079c09731af5

Chinmay Kumar Mishra

White  ବର୍ଷା ଛିଟା ମାରେ
ଶ୍ରାବଣର ସକାଳଟାରେ
ଟିକେ ଟିକେ
ଦେହ କୁ ସେ ଓଦା କରେ 
ଆଗେ ଆଗେ ଭାରି ଭଲ ଲାଗେ
ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ
ପାପୁଲିଏ ଲାଜରେ ଲାଜେଇ ଯାଇ 
ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ
ସବୁଥିରୁ ନିଜକୁ ଦୂରେଇ ଦେଇ
ମନେ ମନେ କହୁଥାଇ
ଆଉ  କେହି ତ ପଚାରୁ ନାହିଁ
 ମୁଁ କାହିଁ ଲେଖୁ ନାହିଁ
ସତରେ
ଶପଥ କରିଛି ଆକାଶକୁ ଚାହିଁ 
କାହା ପାଇଁ  ଆଉ କେବେ ଲେଖିବି ନାହିଁ
କାହା କଥା ଭାବିବି ନାହିଁ
କାହାକୁ କିଛି କହିବି ନାହିଁ 
ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ
କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ
କି କାହାକୁ ଦୋଷ ଦେବି ନାହିଁ


                           ଚିନ୍ମୟ ମିଶ୍ର rain in morning

rain in morning

6411576e199cee9c2519079c09731af5

Chinmay Kumar Mishra

Wishing you a Happy birthday
I cannot say it loud
but you celebrate loudly

6411576e199cee9c2519079c09731af5

Chinmay Kumar Mishra

White  କୋଉଠି କୋଉ ଲଗ୍ନରେ ମଗ୍ନ ହେଲା ମନ
ଏ ଜୀବନ ଓ ଯୈାବନ
ଭଗ୍ନ ଶିଳାପରି ଛିନ୍ନ  ଆଉ ଭୀନ୍ନ 
ତନ୍ନ ତନ୍ନ କରି ଦେଖିଲି ଯା ସେ ଛବି
ବଂଚିବାକୁ  ହବ  ଚୀରଦିନ ଖାଲି ଭାବି ଭାବି 
                   ଚିନ୍ମୟ ମିଶ୍ର #emotional_sad_shayari
6411576e199cee9c2519079c09731af5

Chinmay Kumar Mishra

Black ଏକ ମାତ୍ର 
ମୋବାଇଲ ଜାଣେ 
ତା ମାଲିକର ଚରିତ୍ର 
ଆଉ କେତେ ପବିତ୍ର
            ଚିନ୍ମୟ ମିଶ୍ର #Morning
6411576e199cee9c2519079c09731af5

Chinmay Kumar Mishra

Black ଏକ ମାତ୍ର 
ମୋବାଇଲ ଜାଣେ 
ତା ମାଲିକର ଚରିତ୍ର 
ଆଉ କେତେ ପବିତ୍ର
            ଚିନ୍ମୟ ମିଶ୍ର #Morning
6411576e199cee9c2519079c09731af5

Chinmay Kumar Mishra

#MereKhayal
loader
Home
Explore
Events
Notification
Profile