Nojoto: Largest Storytelling Platform
sitammohanty9115
  • 13Stories
  • 57Followers
  • 36Love
    194Views

Sitam Mohanty

D.el.ed,B.com

  • Popular
  • Latest
  • Video
b674ce7c8657808c35224c58104500d0

Sitam Mohanty

କବିତା- ମାଁ ପରି କିଏ ହେବ ।
ମାଁ ପରି ମୋର କିଏ ସେ ହେବ.....ସବୁ ଦୁଃଖ ସହି ସରଧା ଦେବ ।
 ମାଁ ପରି ମୋର କିଏ ସେ ହେବ....ନିଜେ ଭୋକେ ରହି ଖୁଆଇ ଦେବ । ମାଁ ପରି ମୋର କିଏ ସେ ହେବ.....ହାତ ଧରି ଯିଏ ଚଲାଇ ଦେବ । ମାଁ ପରି ମୋର କିଏ ସେ ହେବ....ଲୁହ ଝରିଗଲେ ପଛି ସେ ଦେବ । ମାଁ ପରି ମୋର କିଏ ସେ ହେବ.....କାହାଣୀ ଶୁଣାଇ ଶୁଆଇ ଦେବ । ମାଁ ପରି ମୋର କିଏ ସେ ହେବ.....ଆସିବା ବାଟକୁ ଅନାଇ ଥିବ । 
ମାଁ ପରି ମୋର କିଏ ସେ ହେବ ଜ୍ୱର ହେଲେ ଯିଏ ଚେଇଁ ଯେ ଥିବ । ମାଁ ପରି ମୋର କିଏ ସେ ହେବ....ସତ କହିବା ଯେ ସିଖାଇ ଦେବ । ମାଁ ପରି ମୋର କିଏ ସେ ହେବ.....ଦୁଃଖ ଦେଖି ଯିଏ କୋଳେଇ ନେବ  । ମାଁ ପରି ମୋର କିଏ ସେ ହେବ.....ଅକୁହା କଥାକୁ ବୁଝି ଯେ ଯିବ । ମାଁ ପରି ମୋର କିଏ ସେ ହେବ.......ମୋତେ କସ୍ଟ ହେଲେ ଯିଏ ଆ କହିବ । #mother #maa #love
b674ce7c8657808c35224c58104500d0

Sitam Mohanty

ଖୋଜିଲି ଯାହାକୁ ମିଳିଲାନି ସିଏ ବାଟ କି ଗଲା ସେ ଭୁଲି
ସମୟ କହୁଛି ଅପେକ୍ଷା କାହିଁକି ଆସୁଛି ସେ ହଲି ହଲି
ନୟନ ମେଲି ମୁଁ ଭାବୁଛି କେବଳ ତା କଥାତ ଆଜିକାଲି
ଆଜିକାଲି କହି ଦିନ ତ ସରୁଛି ହୃଦୟ ଯାଏ ଦୋହଲି #love
b674ce7c8657808c35224c58104500d0

Sitam Mohanty

ଖୋଜିଲି ଯାହାକୁ ମିଳିଲାନି ସିଏ ବାଟ କି ଗଲା ସେ ଭୁଲି
ସମୟ କହୁଛି ଅପେକ୍ଷା କାହିଁକି ଆସୁଛି ସେ ହଲି ହଲି
ନୟନ ମେଲି ମୁଁ ଭାବୁଛି କେବଳ ତା କଥାତ ଆଜିକାଲି
ଆଜିକାଲି କହି ଦିନ ତ ସରୁଛି ହୃଦୟ ଯାଏ ଦୋହଲି #love #poem

love poem

b674ce7c8657808c35224c58104500d0

Sitam Mohanty

#odiasong #bhijeideija
b674ce7c8657808c35224c58104500d0

Sitam Mohanty

#jisdinterimeri #love #mus8c
b674ce7c8657808c35224c58104500d0

Sitam Mohanty

#song

song #Song

b674ce7c8657808c35224c58104500d0

Sitam Mohanty

#song
b674ce7c8657808c35224c58104500d0

Sitam Mohanty

#lovesong
b674ce7c8657808c35224c58104500d0

Sitam Mohanty

#raatkihatheli #lovesong
b674ce7c8657808c35224c58104500d0

Sitam Mohanty

#tumsemilna #love
loader
Home
Explore
Events
Notification
Profile