Nojoto: Largest Storytelling Platform
rashmiranjannaya1467
  • 172Stories
  • 79Followers
  • 1.6KLove
    5.4KViews

Rashmi

love to write..❤️

  • Popular
  • Latest
  • Repost
  • Video
f6c8691b5d157a2610f84c9b2a299800

Rashmi

#Technology
f6c8691b5d157a2610f84c9b2a299800

Rashmi

#HeartfeltMessage  Pratyusha jenamani

#HeartfeltMessage Pratyusha jenamani

f6c8691b5d157a2610f84c9b2a299800

Rashmi

Kabhi kabhi bin chahe bin samjhe samjh na padta hai...
Zindagi ki patriyon par akela chalna v padta hai
Kisi chiz ko unke haal par chhodna v padta hai .....
Ajnabiyon ke sahar main khud ko ajnabee rakhna v padta hai....
Iss safar main khud ka Humsafar hona zaroori hota hai
Kyun ki zindagi ki iss safar main 
Kab koi aake do pal ki saath nibhake chala hi jaata hai..!!
Iss Ajnabiyon ke safar main khud ko ajnabee bana kar rakhna padta hai...

©Rashmi #SunSet
f6c8691b5d157a2610f84c9b2a299800

Rashmi

#Technology
f6c8691b5d157a2610f84c9b2a299800

Rashmi

#Attitude 
#Allegations
f6c8691b5d157a2610f84c9b2a299800

Rashmi

ଆଜି ଏ ସକାଳ ଧୂଆଁ ଧୂଆଁ ଲାଗୁଛି..!!
 ଅତୀତ କୁ ବୁଲି ଚାହିଁଲେ ସବୁକିଛି ସ୍ବପ୍ନ ଭଳି ଲାଗୁଛି..!!
କୁହୁଡି ଭିତରେ ମୁଁ ନିଜକୁ ହଜେଇ ଦେଇଛି.....!!
ସତେରେ ଲାଗୁଛି ଏ କୁହୁଡି ମତେ କିଛି କହିବାକୁ ଚାହୁଁଚି..!!
ନା ଆଗକୁ ଯାଇ ପାରୁଛି
ନା ପଛକୁ ବୁଲି ଚାହିଁ ପାରୁଛି..!!
ଏ କୁହୁଡି ଭିତରେ ମୁଁ ମୋ ନିଜକୁ ହଜେଇ ଦେଇଛି..!!
ମନ ଭିତରେ ଅସୁମାରୀ ଆଶା କିଛି ନୂଆ କରିବାର...!!
କିଛି ନୂଆ ଜାଣିବାର.....!!
କିଛି ନୂଆ ଶିଖିବାର..!!
ସତରେ ଯେମିତି ଭିଜା ସକାଳ ର କୁହୁଡି ଭିତରେ ମୁଁ ରାସ୍ତା ଭୁଲି ଯାଇଛି..!!
କଣ ସତରେ ମୁଁ ରାସ୍ତା ଭୁଲି ଯାଇଛି
ନା ଭୁଲିବାର ଅଭିନୟ କରୁଛି..!!
ନିଜକୁ ମନ ଭିତରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି..!!
ଭିଜା ସକାଳ ର କୁହୁଡି ଭିତରେ ମୁଁ ମୋ ନିଜକୁ ହଜେଇ ଦେଇଛି...!!

©Rashmi #Travelstories
f6c8691b5d157a2610f84c9b2a299800

Rashmi

କେବେ ସ୍ବପ୍ନ ଭାଙ୍ଗିଯାଏ ତ..!!
କେବେ ରାତି ସରିଯାଏ.!!
କେବେ ଜୀବନ ଆଲୋକ ରେ ଆଲୋକିତ ହୁଏ ତ....!!
କେବେ ଅମାବାସ୍ୟା ଅନ୍ଧକାର କୁ ଠେଲି ଦିଏ..!!
କେବେ ବାଟ ଭୁଲି ଅବାଟକୁ ଚାଲିଯାଏ ତ
କେବେ  ପୁଣି ସଠିକ  ରାସ୍ତା ଦେଖାଏ...!!
କେବେ ପାଇବା ର ଆଶା ନେଇ ସର୍ବଶାନ୍ତ ହେଇ ଯାଏ ତ..!!
କେବେ ବିନାମୂଲ୍ୟ ରେ ସବୁକିଛି ପାଇଯାଏ..!!
କେବେ ଖୁସି ରେ ହଜାଏ ତ କେବେ ଲୁହ ରେ ଭିଯାଏ..!!
ପ୍ରତ୍ୟେକ ଟି ସମୟ ମୂଲ୍ୟବାନ ହୋଇଥାଏ
କିଛି ନା କିଛି ଶିକ୍ଷା ଦେଇ ଚାଲିଯାଏ..!!
ସବୁକିଛି ଭୁଲି ଆଗକୁ ବଢିବାକୁ ରାସ୍ତା ଦେଖାଏ..!!
ତ କେବେ ଅତୀତ ରେ ବଞ୍ଚି ସବୁକିଛି ଭାବି ବର୍ତମାନ କୁ ନଷ୍ଟ କରିଦିଏ..!!
ଜୀବନ ସୁଖ ଦୁଃଖ ର ସାଥି ଟିଏ...!!
🙏
ଏଠି ହାରିବା ଜିତିବା ଲାଗିରହିଥାଏ..!!
କେବେ ଆଶା ଦେଇ ନିରାଶା କରେ ତ କେବେ
କିଛି ନ କହି ସବୁମିଳିଯାଏ..!!
ଅସଫଳତା କୁ ଭୁଲି ନିଜ ଲକ୍ଷ୍ୟ କୁ ଆଗକୁ ନେଇ ଭବିଷ୍ୟତ ଗଢ଼ିବାର ସ୍ବପ୍ନ କୁ ସାକାର କର..
କିଏ ଜାଣେ ଆଜିର ସ୍ବପ୍ନ କାଲିର ସତ
ଆଶା ଅନେକ କିନ୍ତୁ ଚେଷ୍ଟା ସ୍ୱଳ୍ପ..
ଚେଷ୍ଟା ଅନେକ କରନ୍ତୁ ଆଶା ସମୟ କହିବ 🙏

©Rashmi #Trees  Pratyusha jenamani

#Trees Pratyusha jenamani

f6c8691b5d157a2610f84c9b2a299800

Rashmi

#Technology  Pratyusha jenamani

#Technology Pratyusha jenamani

f6c8691b5d157a2610f84c9b2a299800

Rashmi

Khubsoorat insaan se kabhi mohabbat nahin hoti..!❤
Mohabbat jiss insaan se hoti hai..!!👍
Wo insaan khubsoorat ho jaate....!!😍

©Rashmi #OneSeason
f6c8691b5d157a2610f84c9b2a299800

Rashmi

Pratyusha jenamani

Pratyusha jenamani

loader
Home
Explore
Events
Notification
Profile