Nojoto: Largest Storytelling Platform

New research paper Quotes, Status, Photo, Video

Find the Latest Status about research paper from top creators only on Nojoto App. Also find trending photos & videos about, research paper.

Secret Spiritual

Understanding and Advancing Healthcare Treatment for Trigeminal Neuralgia & Marburg Disease https://tinyurl.com/pfr8bdf3 InnovativeHealt

read more
White Understanding and Advancing Healthcare Treatment for Trigeminal Neuralgia & Marburg Disease 

https://tinyurl.com/pfr8bdf3

#InnovativeHealthcare #research #NanotechInMedicine #PrecisionHealing #microconsulting #impactresearch #advisory #openconnect #cfbr #industryexpert

Are you ready to dive deeper into this brave new world? Let’s collaborate on groundbreaking research and innovations that will shape the future. Contact us  for advisory and consultation on high-end quantum projects.

https://linktr.ee/drsskro

©Secret Spiritual Understanding and Advancing Healthcare Treatment for Trigeminal Neuralgia & Marburg Disease 

https://tinyurl.com/pfr8bdf3

#InnovativeHealt

Secret Spiritual

Security vs Privacy a Legal Cognitive and Technology Prospective https://t.ly/kMgLv https://tinyurl.com/mvayump9 https://tinyurl.com/3j

read more
White 
Security vs Privacy a Legal Cognitive and Technology Prospective 

https://t.ly/kMgLv

https://tinyurl.com/mvayump9

https://tinyurl.com/3jdtjj5v

https://tinyurl.com/yc78ua4b

#law #policy #research #health #digital #trends #future #life #mentalhealth #change #encryption #cybersecurity #impact #expert #cbfr #connect #advisory #consulting #coach #author #leader #thinktank

©Secret Spiritual 
Security vs Privacy a Legal Cognitive and Technology Prospective 

https://t.ly/kMgLv

https://tinyurl.com/mvayump9

https://tinyurl.com/3j

Vivek

Vivek rajput in hindi and english first paper and news about the

read more

Tafizul Sambalpuri

#paper

read more
ମୁଁ କିଛି ଲେଖେ ବୋଲି 
ସମସ୍ତେ ଭାବନ୍ତି
ମୁଁ ଖୁବ୍ କାନ୍ଦେ ବୋଲି 
ସମସ୍ତେ କହନ୍ତି 
ହେଲେ ଏ ସମସ୍ତ ଶବ୍ଦତ ତୁମର
ଏ ଲୁହ ମଧ୍ୟ ତୁମର
ମୁଁ କେବଳ ତାକୁ ସଂଗ୍ରହ କରିଛି
ମୋ ହୃଦୟର ସାଧା କାଗଜରେ 
ମୋ ଚକ୍ଷୁ କରୋଡରେ
ତୁମକୁ ଓ ତୁମ ଅଥୟ ଭାବନାକୁ
ବାରମ୍ବାର ପଢ଼ିବା ପରେ 
ସେଥିରେ ଥିବା ସମସ୍ତ ପ୍ରଶ୍ନକୁ
ତର୍ଜମା ପରେ ଉତ୍ତର ରଖିଛି
ଏଠି ମୋର ବୋଲି କିଛି ନାହିଁ 
ସବୁତକ କେବଳ ତୁମର
ମୁଁ କ'ଣ ମୋ ପାଇଁ କିଛି ଲେଖିପାରେ
ମୁଁ ମୋ ପାଇଁ ନା ହସିପାରେ
ମୁଁ ମୋ ପାଇଁ ନା କାନ୍ଦିପାରେ
ହଁ ମୁଁ ମତେ ଏଇତ ଚିହ୍ନଟ କରିଛି 
ତୁମର ଗୁଡ଼ାଏ ଜଟିଳ ପ୍ରଶ୍ନ ମଧ୍ୟରୁ 
ଓହ୍ଲେଇ ଦେଉଛି ସମସ୍ତ ଆଶଙ୍କାକୁ
ମୋ ଶରୀରରୁ ଗୋଟି ଗୋଟି କରି
ଯାହା ତୁମକୁ ଆଶଙ୍କିତ କରୁଛି 
ଦେଖ ମୁଁ ଏବେ ଗୋଟିଏ ସାଦା କାଗଜ
ଯେଉଁଥିରେ ଲେଖା ହେବ ଏମିତି 
ଅସଂଖ୍ୟ କାହାଣୀ, କବିତା ଓ ଗଳ୍ପ 
ଯାହା ସବୁତକ କେବଳ ତୁମର ।।

©Tafizul Sambalpuri #paper
loader
Home
Explore
Events
Notification
Profile