Find the Latest Status about christina aguilera slow down baby from top creators only on Nojoto App. Also find trending photos & videos about, christina aguilera slow down baby.
Sonuyar Khan
Internet Slow Problem | Internet Nahi Chal Raha Kya Kare | Net Slow Problem Solution #Motivational
read moreLili Dey
ଆସିଲୁ ଯେବେ ତୁ ମୋ କୋଳକୁ ମୋର ଗେଲ୍ହି ରାଜକୁମାରୀ, ଚାହିଁ ଦେଲେ ମୁହଁ ତୋର ମୋ ମନ ଯାଏ ତୋ ପୁରି । ତତେ ପାଇ, ପାଇଛି ଯେ ମୁଁ ସତେ କୁବେର ଧନ, ତତେ ଟିକେ କୋଳେଇ ନେଲେ ଆଉ ତୋ କିଛି ଚାହେଁନି ଏ ମନ । ଯିଏ ଆସି ଚାହେଁ ତୋ ମୁହଁ ଲାଗେ ତୋ ମୋତେ ଭାରି ଡର, କାଳେ କିଏ ସେ ଆସି ପକେଇବ ତାର ନଜର । ମୋ ମମତା ଅଗଣା ରେ ତୁ କସ୍ତୁରୀ ମୋହକ ପରି, ତୋ ପାଦପଦ୍ମ ପଡ଼ି ଏ କୁଡିଆ ରେ ଆଜି ରାଜଉଁଆସ ସୁଖ ଯାଇଛି ଭରି । ©Lili Dey Baby girl
Baby girl #Poetry
read more