Nojoto: Largest Storytelling Platform

New sadddd Quotes, Status, Photo, Video

Find the Latest Status about sadddd from top creators only on Nojoto App. Also find trending photos & videos about, sadddd.

Stories related to sadddd

    LatestPopularVideo

Iswar Meher

sadddd #love_shayari #Poetry

read more
White HELLO MOTTO
🌜🌜🌜🌜🌜🌜🌜🌜🌜
ଧନ୍ୟବାଦ୍,,
ତୁମପରି ଏକ ସାଙ୍ଗ ପାଇଥିବାରୁ,
ତୁମେ ହସେଇଛ,ତୁମ ଭିତରେ ମୁଁ ମୋର ସବୁ ସ୍ବପ୍ନକୁ ଦେଖି ପାରିଥିଲି।
ତୁମେ ସହଜରେ ରୋକ୍ ଠୋକ୍ କହିପାର ସବୁକିଛି,
ହେଲେ ମୁଁ ପାରିଲିନି କହି ବନ୍ଧୁ।
ମୁଁ ସରଳ ନିଷ୍କପଟ,ଛନ୍ଦ ଭାବନା ବୋଲି ମୁ ତୁମପରି ହୋଇପରିଲିନି।
ବୋଧହୁଏ ମୋର ସବୁକିଛି ଭୂଲ୍ ଥିଲା yaar,
ମୁଁ ଜହ୍ନକୁ ପାଇବାର ସ୍ବପ୍ନ ଦେଖିଦେଲି yaar.😔
ତୁମ ବିଶ୍ୱାସର ବିଷ ମୁ ବୋଧେ,,ମୋ ପାଇଁ ତୁମେ ଆଜି ଅମାବାସ୍ୟାର ଜହ୍ନ।
ଏବେ ମୁଁ ମୋର ଭୁଲ ବୁଝିପାରିଛି,କାହାକୁ 100% ଦେବା ଭୁଲଥିଲା,
କାହାପାଇଁ ସବୁବେଳେ available ଥିବା ହିଁ ଭୁଲଥିଲା।।
ମୁଁ ଜାଣିନି ତୁମେ ମୋ about ରେ କଣ ଭାବିଛ,,କିନ୍ତୁ ମୁଁ 
ଭାବିବା ଆଗରୁ ମୋ ଭାବନା କୁ ବନ୍ଦ କରିଦେଲ  ।
ମୁଁ ପାଗଲଙ୍କପରି ଭଲ ପାଇନି ,କିନ୍ତୁ ମୋ ଭଲପାଇବା ରେ ପାଗଳାମି ଥିଲା।
ମିଳି ଯାଇପାରେ ମୋ ଠୁ ଅଧିକ ଭଲପାଉଥିବା ଜୀବନସାଥି ଟିଏ,,
କାରଣ ତୁ ଚନ୍ଦ୍ରମା ,ତୋ ପାଇଁ କିଛି ବି ଅସମ୍ଭବ ନୁହଁ ।
😭😥😥😥😭

©Iswar Meher sadddd

#love_shayari
loader
Home
Explore
Events
Notification
Profile