Find the Latest Status about ego vision ash grey from top creators only on Nojoto App. Also find trending photos & videos about, ego vision ash grey.
Preeti Babbar
White I walk alone clasping two little hands, A fury of events, And ...... we were left with none ! Two pairs of eyes Gave me all the comfort..... One black , One grey And ..... together we built a fort. The walls were made of love and happiness, It got bombed with docs and numbness!! Now that I clasp only one for the grey is nowhere My little one shields me as sobs knock the blare. I sneak through days and nights alike praying to heavens to keep your smile bright. As your face is all over us hope you know we are still US ©Preeti Babbar My grey and black
My grey and black
read moreSanjeev Khandal
White कोहरे से एक अच्छी बात सीखने को मिलती है कि जब जीवन में कोई रास्ता ना दिखाई दे रहा हो तो... बहुत दूर तक देखने की कोशिश व्यर्थ है धीरे धीरे एक एक कदम चलो रास्ता खुलता जायेगा...!! ©Sanjeev Khandal #GoodMorning #Path #Vision motivational thoughts in hindi
Rajguru
#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍। ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ। ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, "କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ? ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''। ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି । ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ। ©Rajguru #love #ego #ରାଜଗୁରୁ
love #ego #ରାଜଗୁରୁ
read moreManmohan Singh
White What will you achive? Where would you go.. carrying tons of Ego.... ©Manmohan Singh #sad_shayari ego
#sad_shayari ego
read more