Nojoto: Largest Storytelling Platform

New odia jatra 2015 Quotes, Status, Photo, Video

Find the Latest Status about odia jatra 2015 from top creators only on Nojoto App. Also find trending photos & videos about, odia jatra 2015.

Stories related to odia jatra 2015

Sanjay Behera

odia

read more

Naughty India

sexy bf Punjabi sexy video Nepali sexy video odia sexy video hindi sexy video english sexy video porn videos

read more

Smruti Ranjan Mohanty

#Sad_Status ଯାତ୍ରା-26 ସବୁକିଛି ସେମିତି ଥିବ ହୁଏତ ମୁଁ ନଥିବି କିମ୍ବା ତମେ ନଥିବ ସବୁ ଥିବା ଭିତରେ କିଛି ହିଁ ନଥିବ ଜହ୍ନ ଥିବ ଆକାଶରେ,

read more
White ଯାତ୍ରା-26

ସବୁକିଛି ସେମିତି ଥିବ 
ହୁଏତ ମୁଁ ନଥିବି
କିମ୍ବା ତମେ ନଥିବ
ସବୁ ଥିବା ଭିତରେ କିଛି ହିଁ ନଥିବ 

ଜହ୍ନ ଥିବ ଆକାଶରେ,
ନୀଳକଇଁ ଅପେକ୍ଷା କରିଥିବ ଗାଆଁ ପୋଖରୀରେ
ଫୁଲ ମହକି ଯାଉଥିବ ରୋଷଣୀ ପାରାବାରେ
ହେଲେ ମୁଁ ନଥିବି ଅବା ତମେ ନଥିବ
ସବୁ ଥିବା ଭିତରେ କିଛିବିତ ନଥିବ

ଧାଉଁଥିବ ଏ ଘୂର୍ଣାୟମାନ ପୃଥିବୀ-
ପୂର୍ବରୁ ପଶ୍ଚିମ ଦିଗବଳୟରେ ,
ଏମୁଣ୍ଡରୁ ସେମୁଣ୍ଡ ନିଜ ଅକ୍ଷ ଚାରିପଟେ;
ଆଗପରି ସବୁକିଛି ଥିବ।
ଜୀବନ ଧାଉଁଥିବ ଅସରନ୍ତି ମରୀଚିକା ପଛେ 
ହେଲେ ଆମ ଭିତରୁ ଜଣେ କେହି ଚୁପଚାପ ବସିଥିବ
ନିରବରେ ସମୟର ବାଲୁକା ଶଯ୍ୟାରୁ ସ୍ମୃତି ପଦ ଚିହ୍ନ ସାଉଁଟି
ଆକାଶକୁ ଚାହିଁଚାହିଁ।

ଧାବମାନ ନଦୀ ଅସଂଖ୍ୟ ଆଶା ନେଇ
ଉଚ୍ଛୁଳି ପଡୁଥିବ ସମୁଦ୍ର ମିଳନ ପାଇଁ।
ଫେରୁଥିବେ ଆକାଶରେ ନୀଡଫେରା ପକ୍ଷୀ 
ଫେରୁଥିବେ ଘର ବାହୁଡ଼ା କ୍ଲାନ୍ତ ମଣିଷ ଆଖିରେ ଆଖିଏ ଖୁସିନେଇ
ଆଉ କେହି ବସିଥିବ ଘର ଅଗଣାରେ
ତା ସାଥୀର ବାଟକୁ ଅନାଇ 
ବର୍ଷା ଆସୁଥିବ ଆକାଶର ପାହାଚ ଚଢି
ସାତମେଘର ମେଖଳା ଦେଖି  ବିଜୁଳି ଘଡ଼ଘଡ଼ି
ଉଲ୍ଲସିତ ମୟୁର ନାଚୁଥିବ ପୂଛ ମେଲେଇ;
କେହିଜଣେ ଚୁପଚାପ ବସିଥିବ
ସ୍ମୃତିର ସନ୍ଧ୍ୟାଦୀପ ଜାଳି
କାହାର ଅଫେରା ବାଟ ଚାହିଁଚାହିଁ!

ସ୍ମୃତି ରଞ୍ଜନ ମହାନ୍ତି ©
30.9.2023
https://smrutiranjanmohanty.blogspot.com/2023/10/jatra-26.html
https://smrutiweb.wordpress.com/2023/10/01/jatra-26/

©Smruti Ranjan Mohanty #Sad_Status ଯାତ୍ରା-26

ସବୁକିଛି ସେମିତି ଥିବ 
ହୁଏତ ମୁଁ ନଥିବି
କିମ୍ବା ତମେ ନଥିବ
ସବୁ ଥିବା ଭିତରେ କିଛି ହିଁ ନଥିବ 

ଜହ୍ନ ଥିବ ଆକାଶରେ,

Swayam Rajpurohit

kuchlafz 2015 mein kaha hota ######tsr

read more

lakita_ _008

Jay shree ram ## Jay shree Ram ## Odia song 2024 भक्ति सागर

read more

Lili Dey

first try Odia poetry

read more
ଅନ୍ଧାର 

ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି, 
ଆସିଛି କାଳିମା ସତେ କି ଆଜି ଉଁଆସ ରାତି,
ଘୋଟି ଆସିଲାଣି ଅନ୍ଧାର ଚୌଦିଗ ଦିଶୁ ନାହିଁ,
ଲାଗୁଛି ଯେମିତି ଅନ୍ଧକାର ରାକ୍ଷସ ମୋ ଆଡ଼କୁ ଆସୁଛି ଧାଇଁ,
ମିଞ୍ଜି ମିଞ୍ଜି ତାରକା ଏତେ, ସତେ ଆଜି କୁଆଡେ ଗଲେଣି,
ଭୟ ଆସିଲାଣି ମନ କୁ ଏବେ ବାହାରିବେ ଯେତେ ସବୁ ନିଶାଚୋର ପ୍ରାଣୀ,
ଏ କି କାଳ ଅନ୍ଧକାର ଆସିଛି ମୋ ପାଇଁ ଆଜି,
ଫେରିଯିବା ପାଇଁ ପାଉନି ବାଟ ମୁଁ ଖୋଜି,
ଦେଖିଲେ ଅନ୍ଧାର ଥରି ଉଠେ ଆଜି ଏ ଛାତି,
ଆସିଛି କାଳିମା ସତେ କି ଆଜି ଉଁଆସ ରାତି...

©Lili Dey first try Odia poetry
loader
Home
Explore
Events
Notification
Profile